MENU

Fun & Interesting

ଦିନ ରାତି ଖଟୁଛୁ ଦରମା ନାହିଁ,୨୬ ହଜାର ମାସକୁ ଦରକାର

Jai Odisha Live 75 1 day ago
Video Not Working? Fix It Now

ହେ ମୁଖ୍ୟମନ୍ତ୍ରୀ ଆମ ଦୁଃଖ ଶୁଣ ! ଦିନରାତି ଖଟୁଛୁ,ଦରମା ନାହିଁ। ଆମକୁ ୨୬ ହଜାର ଟଙ୍କା ମାସିକ ଦରକାର। ନବୀନ ବାବୁଙ୍କ ସମୟରେ ଟିକେ ଭଲ ଥିଲୁ,ଏବେ ଭାରି କଷ୍ଟ ପାଉଛୁ। #jaiodishalive #ashaworkersprotest #ashaworkers #strike #mohancharanmajhi #cmodisha #latestupdate #updatednews

Comment