MENU

Fun & Interesting

ହାତୀର କୋଉ ଯାଗାକୁ ହାତ ମାରିଲ କି ଭାଇ ପଚାରିଲେ ବିଧାୟକ ଦୁଷ୍ମନ୍ତ #nayagarh #news #khandapada #news #assmbly

Nayagarh Darpan 85,312 1 month ago
Video Not Working? Fix It Now

#ଜୟ_ଜଗନ୍ନାଥ_ଅରୁଣ_ଭାଇ #ହାତୀର_କୋଉ_ଯାଗାରେ_ହାତ_ମାରିଲ_ପଚାରିଲେ_ଦୁଷ୍ମନ୍ତ ବିଧାନସଭାରେ ବିରୋଧୀଙ୍କୁ ଭୟଙ୍କର କଟାକ୍ଷ କଲେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ। ବିରୋଧୀଙ୍କୁ ୪ଅନ୍ଧ ଗପ ଶୁଣାଇ କହିଲେ ହାତୀର କୋଉ ଯାଗାରେ ହାତ ମାରି କିଏ କଣ ବୁଝିଲା ଭଳି ସରକାରଙ୍କ ବଜେଟକୁ ପିମ୍ପୁଡ଼ି କହିବା ହାସ୍ୟାସ୍ପଦ କଥା। ପୁଣି କବିତା ମାଧ୍ୟମରେ ହାଙ୍କିଦେଲେ ଦୁଷ୍ମନ୍ତ ସ୍ୱାଇଁ। ଜଳକା ଭଳି ଚାହିଁଛନ୍ତି ବିରୋଧୀ। #Nayagarh #khanadapada #MLA #BJPGovernment #assembly #Odisha #nayagarhadarpan #dushmantswain

Comment