MENU

Fun & Interesting

ଠାକୁରଙ୍କର ଦୀକ୍ଷାନେଇ କ'ଣ କଲେ ଜୀବନ ବଦଳି ଯିବ ଦେଖନ୍ତୁ ଓ ଜାଣନ୍ତୁ ଏବଂ ଲାଭ ଉଠାନ୍ତୁ

AMIYA MANTHAN 1,613 1 week ago
Video Not Working? Fix It Now

ଠାକୁରଙ୍କର ଦୀକ୍ଷାନେଇ କ'ଣ କଲେ ଜୀବନ ବଦଳି ଯିବ ଦେଖନ୍ତୁ ଓ ଜାଣନ୍ତୁ ଏବଂ ଲାଭ ଉଠାନ୍ତୁ ସତ୍ତା ସଚ୍ଚିଦାନନ୍ଦମୟ, ଆମ୍ଭମାନଙ୍କ ମଧ୍ୟରେ ସତ୍ତା ବିରାଜମାନ,ଆମେ ଯେତେବେଳେ ସତ୍ତାର ବିପରୀତ ଚଳନ ଚରିତ୍ର, କର୍ମ ଓ ଚିନ୍ତନ, କଥା ଦ୍ୱାରା ପ୍ରଭାବିତ ହୋଇ ତତ୍ ଅନୁସାରେ ପରିଚାଳିତ ହେଉ ସେତେବେଳେ ଆମ ଜୀବନରେ ଧିରେ ଧିରେ ବିଭିନ୍ନ ପ୍ରକାର ଅଶାନ୍ତି, ତାପ, ଜ୍ୱାଳା ଯନ୍ତ୍ରଣା, ଜ଼ଞ୍ଜାଳ, ବିପଦ, ଆପଦ, ରୋଗ ଶୋକ, ବୃତ୍ତି ପ୍ରବୃତ୍ତିର ତାଡ଼ନାରେ ପଡ଼ି ବିଭିନ୍ନ ପ୍ରକାର ଦୁଷ୍କର୍ମରେ ଲିପ୍ତ ହୋଇ ଜର୍ଜରିତ ହୋଇପଡ଼େ । ଶେଷରେ ଆମକୁ କୌଣସି ବାଟ ଦିଶୁ ନ ଥାଏ । ସେତେବେଳେ ସତ୍ତା ସଚ୍ଚିଦାନନ୍ଦମୟ ସ୍ୱରୂପ ପରମେଶ୍ୱର, ପରମପିତା ଆମକୁ ବାଟ ଦେଖାନ୍ତି ଯଦି ଆମେ ତାଙ୍କର ଶରଣାପନ୍ନ ହେଉ, ଯଦି ଆମେ ସତ୍ ସଙ୍ଗର ଆଶ୍ରୟ ଗ୍ରହଣ କରି, ପୂର୍ଣ୍ଣ ବିଶ୍ୱାସର ସହିି ତାଙ୍କରି ଆଦେଶ ନିଦେଶ ପାଳନ କରୁ ତେବେ ଆମେ ଏଇ ସବୁ ମାୟାଜାଳରୁ ରକ୍ଷା ପାଇପାରୁ ତେଣୁ ଏହି Channel ଟିର ଶୁଭାରମ୍ଭ କରିଅଛି । ଏଠାରେ ଆପଣମାନେ ନିୟମିତ ଧାରାବାହିକରେ ଇଷ୍ଟ ଆଲୋଚନା ମାଧ୍ୟମରେ ସର୍ବ ସମସ୍ୟାର ସମାଧାନ କରି ଜୀବନର ମୂଳ ଉଦ୍ଦେଶ୍ୟରେ ସଫଳତା ଲାଭ କରନ୍ତୁ ଏବଂ ଏହାହି ପରମପିତାଙ୍କଠାରେ ମୋର ଅନ୍ତରର ଏକାନ୍ତ ପ୍ରାର୍ଥନା । ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭାବାଦର୍ଶକୁ ପାଥେୟ କରି ପାଠ, ଆଲୋଚନା, ସଙ୍ଗୀତବାଦ୍ୟ ତଥା ସାମାଜିକ, ବ୍ୟଷ୍ଟି ସମଷ୍ଟି, ସଂସାର ଆଦି ସମ୍ୱନ୍ଧୀୟ ସବୁ ତଥ୍ୟ ଉପରେ ଆଲୋକପାତ କରାଯିବ । ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର satsang satsang deoghar srisrithakur anukulchandra isto prasange esto prasange esto prasanga isto prasanga ইষ্টপ্রসঙ্গ ইষ্টপ্রসঙ্গে ইষ্টচেতনা ପ୍ରସଙ୍ଗ ସତ୍ୟାନୁସରଣ ପାଠ-3 satyanusaran ସତ୍ତା ସଚ୍ଚିଦାନନ୍ଦମୟ ଆମ୍ଭମାନଙ୍କ ମଧ୍ୟରେ ସତ୍ତା ବିରାଜମାନ କର୍ମ ଓ ଚିନ୍ତନ ତାପ ଜ୍ୱାଳା ଯନ୍ତ୍ରଣା ଜ଼ଞ୍ଜାଳ ବିପଦ ବୃତ୍ତି ପ୍ରବୃତ୍ତିର ତାଡ଼ନାରେ ପଡ଼ି ବିଭିନ୍ନ ପ୍ରକାର ଦୁଷ୍କର୍ମରେ ଲିପ୍ତ ସତ୍ତା ସଚ୍ଚିଦାନନ୍ଦମୟ ସ୍ୱରୂପ ପରମେଶ୍ୱର ଯଦି ଆମେ ସତ୍ ସଙ୍ଗର ଆଶ୍ରୟ ଗ୍ରହଣ କରି ଆଲୋଚନା ବ୍ୟଷ୍ଟି ସମଷ୍ଟି

Comment