MENU

Fun & Interesting

ଲୋକଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ କିଏ ?| କିଏ ଜିତିବ ଜଟଣୀ ? | Jatani Politics | Election 2024 | OR |

Odisha Reporter 399,023 lượt xem 10 months ago
Video Not Working? Fix It Now

ଆପଣଙ୍କ ଅଞ୍ଚଳରେ ବିକାଶ କେତେ ହୋଇଛି ? ଏହି ପ୍ରଶ୍ନ ପଚାରିବା ମାତ୍ରେ ତାତି ଯାଉଛନ୍ତି ଜନତା । ପ୍ରଶ୍ନବାଣରେ ସରକାର ଓ ସ୍ଥାନୀୟ ପ୍ରତିନିଧିଙ୍କୁ କରୁଛନ୍ତି ଘାଇଲା। ଚର୍ଚ୍ଚା ଆଲୋଚନା ଭିତରେ ଲୋକେ ପ୍ରଶ୍ନ କରୁଛନ୍ତି, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କିଏ ? ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ, 'ଗାଁ ଗାଁରେ ପଲିଟିକାଲ ଖଟି' ରେ ଭୁବନେଶ୍ବର ଲୋକସଭା ଆସନରେ ଆସୁଥିବା ଜଟଣୀ ନିର୍ବାଚନମଣ୍ଡଳୀର ଭୋଟର ବୁଝାଇଲେ, ବିକାଶର ସଜ୍ଞା।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #PoliticalKhati #jatanai #Bhubaneswar #Elelection #BJD #BJP #Congress #voter #politicalscenario #viral #odishagovt #naveenpatnaik #vkpandian

Comment