MENU

Fun & Interesting

ଲିଙ୍ଗରାଜ ରେ ମହାଦୀପ ର ଅପୁର୍ବ ଦର୍ଶନ 🙏🏻 | ଖାଇବାକୁ ମିଳିଲା ମହାପ୍ରଭୁଙ୍କ ପ୍ରସାଦ 😍 #vlog - 18

Mr. 350 rider 283 1 week ago
Video Not Working? Fix It Now

ମହାଶିବରାତ୍ରି ଦିନଟି ବହୁତ ଅଦ୍ଭୁତ ଭାବରେ କଟିଲା! ସକାଳୁ ମୁଁ ବାବା ଇଶାନେଶ୍ୱରଙ୍କ ଦର୍ଶନ କରି ଦିନଟିର ଆରମ୍ଭ କରିଲି। ଲଞ୍ଚ୍ ରେ ଜଗନ୍ନାଥ ମହାପ୍ରଭୁଙ୍କ ଏକ ସୁନ୍ଦର ଅନ୍ନପ୍ରସାଦ ଭୋଗ କରି, ମନରେ ଅନନ୍ୟ ଶାନ୍ତି ଅନୁଭବ କରିଲି। ସନ୍ଧ୍ୟାବେଳେ ବାହାରିଲି ଲିଙ୍ଗରାଜ ବାବାଙ୍କ ଦର୍ଶନ ଓ ମହାଦୀପ ଦର୍ଶନ ପାଇଁ। ଏହି ପବିତ୍ର ଦିନରେ ମୁଁ ଯାହା ଅନୁଭବ କରିଲି, ସେହି ସମସ୍ତ ମୁହୂର୍ତ୍ତଗୁଡ଼ିକ ଏହି ଭ୍ଲଗ୍ ରେ ଶେୟାର କରିଛି। ଆଶା କରେ ଆପଣମାନେ ମଧ୍ୟ ଏହି ଅନୁଭୂତିକୁ ଉପଭୋଗ କରିବେ! Interested in business, advertising, or collaboration opportunities? Let's connect! Reach out at [email protected] . . Music details- Chinese New Year by Alex-Productions https://soundcloud.com/alexproductionsmusic Creative Commons — Attribution 3.0 Unported — CC BY 3.0 Free Download / Stream: https://www.audiolibrary.com.co/alex-productions/chinese-new-year Music promoted by Audio Library https://youtu.be/B85sQGFsjSo #mahashivratri #odisha #babalingaraj #lingaraj #jagar #trending #viralvideo #food #explore #odiavlog #odiatoka #sonuvlogs #mr350rider #india

Comment