MENU

Fun & Interesting

ବସିଲେ ଶୋଇଲେ ଲାଗି ଯାଉଛି ନିଆଁଅଧା ଜଳିଗଲାଣି ମହିଳାଙ୍କ ଦେହ | Odisha Reporter

Odisha Reporter 22,686 lượt xem 1 day ago
Video Not Working? Fix It Now

ଘରର ମଣିଷଙ୍କ ଦେହରେ ଗୋଡେଇ ଗୋଡେଇ ଲାଗୁଛି। ଶୋଇଥିବା ବେଳେ ଶାଢୀରେ ଲାଗି ଯାଉଛି, ଖାଇଲା ବେଳେ କାନି ଜଳି ଉଠୁଛି। ବସେଇ ଉଠେଇ ଦେଉନି ନିଆଁ। ପୁରୀ ଜିଲ୍ଲା ପିପିଲି ହାଟସାହି ପଂଚାୟତର ବଳନ୍ତସିଂହ ଦେଉଳି ଗାଁରୁ ଆସିଛି ଏଭଳି ଦୃଶ୍ୟ। ତେବେ ଗାଁରେ ଅନ୍ୟ କାହା ଘରେ ଏଭଳି ହେଉନଥିବା ବେଳେ ନିର୍ଦ୍ଦିଷ୍ଟ ଏକ ପରିବାରରେ ଏଭଳି ଅଭାବନୀୟ କାଣ୍ଡ ଘଟୁଛି।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #fireathouse #pipili #odisha #superstition #OdishaReporter

Comment