ଦବଙ୍ଗଗିରି: ଜୟପୁର ସଦରଥାନାରେ ଧସେଇ ପଶିଲେ ବିଧାୟକ ତାରା ବାହିନୀପତି
ଡକାୟତି ଅଭିଯୋଗରେ ଜଣେ କୁଖ୍ୟାତ ଅପରାଧୀକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ । ହେଲେ ପୋଲିସ ସଂପୃକ୍ତ ଅପରାଧୀକୁ ଗିରଫ କରିବା ତ ଦୂରର କଥା କେବଳ ପଚରା ଉଚରା କରି ଛାଡ଼ିଦେଲା । ପୋଲିସର ଏଭଳି ଆକ୍ସନ ପ୍ରତିବାଦରେ ନିଜ ସମର୍ଥକ ଓ ଗାଁ ଲୋକଙ୍କୁ ନେଇ ଜୟପୁର ସଦର ଥାନା ଘେରାଉ ପାଇଁ ପହଞ୍ଚିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଆଉ ସେଠି ଦେଖିବାକୁ ମିଳିଥିଲା ତାରାଙ୍କ ଦବଙ୍ଗଗିରି । କ’ଣ ଥିଲା ପୂରା ଘଟଣା ଚାଲନ୍ତୁ ଦେଖିବା । ….
For latest Odisha News Follow us:
Website: http://www.prameyanews7.com/
YouTube: https://www.youtube.com/c/PrameyaNews7tv
Twitter: https://twitter.com/NEWS7Odia
Facebook: https://www.facebook.com/NEWS7Odia
Playlists-
Bada Khabar : https://www.youtube.com/playlist?list=PLyEZFoVpwktsUDen7vReB3eiBFAbW--Aa
Mudda : https://www.youtube.com/playlist?list=PLyEZFoVpwktt4tU340RaOQiCuD8atT0r-
Breakfast Odisha : https://www.youtube.com/playlist?list=PLyEZFoVpwktvut9VFDPkWNtP-IzhPtIjl
Breaking News : https://www.youtube.com/playlist?list=PLyEZFoVpwktuciZKlmAjqbong_Jr_JW5g
News7 Live : https://www.youtube.com/playlist?list=PLyEZFoVpwktuqtlSaqviAdACKbnBol7jm
News Room : https://www.youtube.com/playlist?list=PLyEZFoVpwktspyeZOuyN_B4KNfLEpS9OX