ଯୋହି ରାମ ସୋଇ ଜଗଦୀଶା(ଯିଏ ଜଗତର ନାଥ ଜଗନ୍ନାଥ, ସେ ହିଁ ଶ୍ରୀ ରାମଚନ୍ଦ୍ର)-ସନ୍ଥ ତୁଳସୀ ଦାସ
ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ନିର୍ମାଣ ରେ ନିଯୁକ୍ତ ଜଣେ ଓଡ଼ିଆ ଯୁବକଙ୍କ ସହ ମହାପ୍ରଭୁଙ୍କ ବିଚିତ୍ର ଓ ଅବିଶ୍ୱାସନୀୟ ଲୀଳା.....ଅବିଶ୍ୱାସ ହେଲେ ବି ସତ.......
|| ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija
* Rabindra Narayan Mishra
OFFICIAL CHANNEL OF-
Sri Rabindra Narayan Mishra (former Administrator of Shree Jagannath Temple Puri) |
Watch and share divya kathamrita with your family and friend
"ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥
ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥
(ଏକାଦଶ ସ୍କନ୍ଧ
,ଏକବିଂଶ ଅଧ୍ୟାୟ,ଭାଗବତ)
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।।
ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।
🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻
(ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। )
ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର
ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
#jagannath
#rabindranarayanmishra
#ଡ଼ଃ. ଶ୍ରୀକାନ୍ତ ପରିଜା
#Dr. Srikanta Parija
#odisha
#ଜଗନ୍ନାଥ
#paradeep
#gangamata
#ODISHA365
#BhaktiSamarpan
#SrikhetraDarshan
#MeeraJhanjaaTales
Dr Bibudharanjan
#Dr Bibudharanjan#
#Dr Bibudha ranjan#
#dr bibudharanjan#
#dr bibudha ranjan#
#ଡ଼ଃ. ଶ୍ରୀକାନ୍ତ ପରିଜା
#Dr. Srikanta Parija
@ODISHA 365
@Bhakti Samarpan
@Srikhetra Darshan
@Meera Jhanjaa Tales