ବଙ୍କା ଦାସଙ୍କ ଜୀବନ କାହାଣୀ | ଓଡ଼ିଆ ପାଲା | ଗାୟକ ନଟରାଜ ମଧୁସୂଦନ ପତି | Odia Pala | Rudrakshya Television
#odia_pala
#banka_dasnka_jibana_kahani
#gayak_madhusudan_pati
#gayak_sunil_kumar_mohapatra
#rudrakshya_television
This Programme Organized by 151 Badipala Mahostav, Kaipadar, Khordha
ପ୍ରିୟ ଦର୍ଶକ ବନ୍ଧୁ |
ମୁଁ ତାରା ପ୍ରସାଦ ମିଶ୍ର ଆପଣଙ୍କ ମାନଙ୍କୁ ସାଦରେ ପ୍ରଣାମ ଜଣାଉଛି | ଆପଣ ମାନେ ରୁଦ୍ରାକ୍ଷ ଟେଲିଭିଜନକୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଉଛି | ଓଡ଼ିଶାର ପ୍ରାଚୀନ କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ ରୁଦ୍ରାକ୍ଷ ଟେଲିଭିଯନ ସଦା ସର୍ବଦା ସଂକଳ୍ପ ବଦ୍ଧ | ଆପଣଙ୍କର ଭଲପାଇବା ଏବଂ ଆଶ୍ରିବାଦ ରହିଲେ ଆମେ ଆହୁରି ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଯଥା - ଓଡ଼ିଆ ପାଲା, ଦାସ କାଠିଆ, ପ୍ରବଚନ, ଭଜନ ଆଦି ଅନେକ ନୂଆ ନୂଆ କାର୍ଯ୍ୟକ୍ରମ କୁ ଆପଣଙ୍କ ପାଖରେ ପହଞ୍ଚେଇ ପାରିବୁ |ଯଦି ଆପଣ ଆମ ଚ୍ୟାନେଲ କୁ Subscribe କରିନାହାନ୍ତି ତେବେ ଏବେ ହିଁ Subscribe କରିନିଅନ୍ତୁ ଏବଂ ତୁରନ୍ତ ପୋଷ୍ଟ ଦେଖିବା ପାଇଁ ବେଲ ବଟମ କୁ ବ୍ୟବହାର କରନ୍ତୁ |
ଯଦି ଆପଣଙ୍କ ଅଂଚଳରେ ହେଉଥିବା ଏମିତି କିଛି କାର୍ଯ୍ୟମ ର ପ୍ରସାରଣ କରିବାପାଇଁ ଇଛାପ୍ରକାଶ କରନ୍ତି ତେବେ ଆମଶହ ଯୋଗା ଯୋଗ କରନ୍ତୁ
Rudrakshya Television, Mob. 7008527328
Like,............. Share......... Comment.......... Subscribe
Disclaimer-
Copyright Disclaimer under Section 107 of the copyright act 1976,
allowance is made for fair use for purposes such as criticism,
comment, news reporting, scholarship and research,
Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.
Thank You For Watching🙏🙏🙏🙏🙏