Jaya Jaya Maa Mangala ll ଚୈତ୍ର ମଙ୍ଗଳ ବାରରେ ପୂଜା ପାଉତୁ ପୁଣି ll ଚଇତି ମଙ୍ଗଳା ବ୍ରତ ମହିମା ll Pragnyashree
#Chaitramangla #bratamahima #jayajaya #maamangala #jayadukhaharini #chaitra #mangalabarare #pujapautu #puni #saipragnya #new #Welcome to Sai Pragnya Creation Youtube Channel
https://youtu.be/27eM161f-c8?si=XLebmfI8dKiFXdnY
https://youtu.be/27eM161f-c8?si=eLSi2OkcjLZYsB_V
https://youtu.be/_bNLgHqY9tE?si=03ZsMcmchZAqVg_6
🙏https://youtu.be/IYQZuCiWtc8?si=SuVJWdVQNe_2iH3D
Song : Chaiti Mangala Brata Mahima
Singer : Pragnyashree Nayak
Lyrics : Himansu Mahanty
Music : Priyadarshini Nayak
Edting : Sudhansu Rout
Copyright : Sai Pragnya Creation YouTube Channel 🙏Saipragnya creation YouTube channel ତରଫରୁ ଚୈତ୍ର ମଙ୍ଗଳବାର ବ୍ରତ ଉପଲକ୍ଷେ ଆଉ ଏକ ସୁନ୍ଦର କାହାଣୀ
ଯାହା ଏକ ହାଡ଼ିଆଣୀ କୁ ନେଇ ବର୍ଣନା କରାଯାଇଛି ll ଆମେ କାହିଁକି ଚଇତି ମଙ୍ଗଳା ବୋଲି କହୁଛେ ll ସେଇ କଥାକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି Lyricist ହିମାଂଶୁ ଭୂଷଣ ମହାନ୍ତି ଏବଂ ଗାଇଛନ୍ତି ଆମର ଝିଅ ପ୍ରଜ୍ଞ୍ୟାଶ୍ରୀ ନାୟକ ll ମା ମଙ୍ଗଳାଙ୍କ ପାଖରେ ଏତିକି ପ୍ରାର୍ଥନା କରେକି ସମସ୍ତଙ୍କର ଦିନ ଗୁଡିକ ମଙ୍ଗଳ ମୟ ହେଉ 🙏🙏🙏🙏🙏
plz ll LIKE II SHARE II SUBSCRIB II