MENU

Fun & Interesting

ପୁଅ ଆଖିକୁ ଖାଇଗଲାଣି କ୍ୟାନ୍ସର୍, ଜୀବନ ବଞ୍ଚାଇବାକୁ କାନି ପତେଇ ଭିକ ମାଗୁଛି ମା’...

Odisha Bhaskar 2,588 3 hours ago
Video Not Working? Fix It Now

ଖେଳକୁଦ ଏବଂ ପାଠ ପଢା ବୟସରେ ମାରାତ୍ମକ କର୍କଟ ରୋଗ ରେ ପିଡୀତ ହୋଇ ବିଛଣାରେ ପଡି ରହିଛି ଘରର ଏକମାତ୍ର ୧୧ ବର୍ଷ ର ପୂଅ,ଅର୍ଥାଭାବ ଯୋଗୁଂ ଚିକିତ୍ସା ହୋଇ ନପାରି ବିଛଣା ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ପୂଅ ର ଜୀବନ ବଞ୍ଚାଇବା ପାଂଇ ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ବାପା ମା, ପୂଅ ର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିରାଶ ହେବା ପରେ ଶେଷରେ ପୂଅକୁ ଭଲ କରିବା ପାଂଇ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ପରିବାର ଲୋକେ | ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସରସିଦା ଗ୍ରାମରେ | Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 18 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms. Odisha Bhaskar Online Presence: https://linktr.ee/OdishaBhaskar YouTube - https://www.youtube.com/@OdishaBhaskar1/featured OUR WEBSITE - https://odishabhaskar.com/ FACEBOOK - https://www.facebook.com/OdishaBhaskar TWITTER - https://twitter.com/odishabhaskar INSTAGRAM - https://www.instagram.com/odishabhaskar/ #odishabhaskar #latestnews

Comment