MENU

Fun & Interesting

କେବଳ ଦିନକୁ ଦି’ ଘଣ୍ଟା ପ୍ରାଣାୟମ ଭଲ କରି ଦେଲା କ୍ୟାନସର ! | Odisha Reporter

Odisha Reporter 50,962 2 months ago
Video Not Working? Fix It Now

କ୍ୟାନ୍ସର, ଯାହାର ନାଁ ଶୁଣିଲେ ଅନେକଙ୍କ ମନରେ ଆସିଥାଏ କୋକୁଆ ଭୟ। କିଏ ରୋଗର ନାଁ ଶୁଣି ଜୀବନ ଯାଉଛି ତ ଆଉ କାହାର ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଆମ ସହ ଆଜି ଏଭଳି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କ୍ୟାନ୍ସର ଷ୍ଟେଜ-3ରେ ଥାଇ 30ଟା କେମୋ ଓ ରାଡିଏଅସନ୍ ଦେଇ ଚିକିତ୍ସା ଚାଲିଥିଲା। କିନ୍ତୁ ଏଇ 4 ମାସ ହେବ ସେ ସବୁ କିଛି ବନ୍ଦ କରିଦେଇଛନ୍ତି। ଏବେ ଯୋଗରେ କଟୁଛି ତାଙ୍କ ଜୀବନ ଆଉ ସେ ଶାରୀରିକ ଭାବେ ପୂରା ଫିଟ୍ ଥିବା କହିଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ହରପ୍ରସାଦ ପୁହାଣ... Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #Health #Cancer #Yoga #Pranayam #kapalbharti #lunghscancer #odisha #news #healthyfood #odishareporter

Comment