ଖରା ଦିନେ ପାଳଛତୁ ଚାଷ //ଜରି କେବେ ଖୋଲିବେ ଏବଂ ପାଣି କେବେ ଦେବେ//Full process of mushroom farming in summer season.
ଅତ୍ୟଧିକ ତାପମାତ୍ରା ଓ କମ୍ ଆଦ୍ରତା ପାଇଁ ସାଧାରଣତଃ ଖରା ଦିନେ ପାଳ ଛତୁ ଅମଳ କମ୍ ହୁଏ,ଯଦି ଆମେ ଆମ ଫାର୍ମ ସହ ବେଡ୍ ର ଠିକ ଯତ୍ନ ନେଇ ପାରିବା ତାହେଲେ ଆମେ ଭଲ ଅମଳ କରି ପାରିବା ,ଆଜିର ଭିଡିଓ ରେ ଆମେ ଖରା ଦିନ ରେ କିପରି ଭାବେ ବେଡ୍ ର ଯତ୍ନ ନେବା ସେ ବିଷୟରେ କୁହା ଯାଇଛି |
ଅଧିକ ଜାଣିବା ପାଇଁ ଯୋଗାଯୋଗ କରିପାରିବେ 👇
ଅରୁଣ କୁମାର ସାହୁ 8984699784
ଭଲ ଛତୁ ମଞ୍ଜି ପାଇଁ ମଧ୍ୟ ଯୋଗା ଯୋଗ କରିପାରିବେ
#mushroom_caultivation
#palachhatuchasa
#summerseasonmushroom
#sandhyamushroom
#fulldetailsofmushroom
#chhatuchasa
#farmingodisha
#agritech
#removepolythene
#waterspray