MENU

Fun & Interesting

ଯାଜପୁରର ଏଇ ଘଟଣା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି । Best odia story @secretstories1

Secret Stories 139,007 lượt xem 8 months ago
Video Not Working? Fix It Now

ଯାଜପୁରର ଏଇ ଘଟଣା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି । Best odia story @secretstories1

ଶ୍ୱଶୁର ରମେଶବାବୁଙ୍କୁ ଟାଣିଟାଣି ବୃଦ୍ଧାଶ୍ରମକୁ ଛାଡିବାକୁ ନେଉଥିଲେ ବୋହୁ ସୀମା । କାର ଭିତରେ ବସିବା ପରେ ରମେଶବାବୁ ଟିକେ ମନେ ମନେ ହସିଲେ । ଭାବିବାରେ ଲାଗିଲେ କି ଚାଲ ବୋହୁ ତତେ ବୃଦ୍ଧାଶ୍ରମରେ ଏମିତି ସରପ୍ରାଇଜ ଦେବି ଯେ ଏକାଥରକେ ବୃଦ୍ଧାଶ୍ରମ ନାଁ ଭୁଲିଯିବୁ । କାର ଯାଇ ବୃଦ୍ଧାଶ୍ରମ ଗେଟ ପାଖରେ ଅଟକିଲା । ଯେମିତି ଶ୍ୱଶୁରଙ୍କୁ ବୋହୁ ଘରୁ ଟାଣିଟାଣି ଆଣିଥିଲେ ସେମିତି ବୃଦ୍ଧାଶ୍ରମ ଭିତରକୁ ବୋହୁକୁ ଡାକିକି ନେଇଗଲେ ଶ୍ୱଶୁର । କିଛି ସମୟ ଛିଡା ହେବା ପରେ ଆଉ ଜଣକୁ ଡାକିକି ନେଇ ଆସିଲେ ରମେଶବାବୁ । ଯେମିତି ସୀମା ତାଙ୍କୁ ଦେଖିଛନ୍ତି ତାଙ୍କ ହୋସ ଉଡିଗଲା । ପାଦ ତଳୁ ଯେମିତି ମାଟି ଖସିଗଲା । ଦେହରୁ ଯେମିତି ରକ୍ତ ସୁଖିଗଲା । ପାଟିରୁ ଆଉ କଥା ବାହାରିଲାନି । ଏଥର ଶ୍ୱଶୁର ମୁରୁକି ମୁରୁକି ହସୁଥିଲେ ଆଉ ବୋହୁ ମୁଁହରୁ କଥା ବାହାରୁ ନଥିଲା ।

Please watch FULL and SUBSCRIBE

YOUR SEARCHES ACROSS YOUTUBE
emotional story / suspense story / small story of english / small small / story / inspiring life stories / motivational life stories / romantic love story
love story / romantic love story / love and romance stories / viral video /
video viral video / viral viral video / trending news / youtube works / youtube stories / youtube google / social story / a social story / stories social / trending video / educational story / emotional story / real story / crime story / secret stories / odia interesting story / odia interesting video / odia heart touching songs / saibaba bhajan / motivational speech for success in life odia / jagannath bhajan odia / new odia funny comedy video / new trending bhajan odia / odia fairy tales moral story / odia motivational quotes / odia motivational story / old song bhajan odia
cartoon story in odia / odia panchatantra story video / sir odia motivational video / panchatantra stories in odia / financial management odia story



Follow me on
FACEBOOK - https://www.facebook.com/secretstories01?mibextid=ZbWKwL

--------------------------------------------------------------------------------------------------------------
For Business Enquiry - mrunbusiness@gmail.com
--------------------------------------------------------------------------------------------------------------

#odiagapa #storyinodia #odiastorygapa #newodiastory #hearttouchingstory #secretstory #moralstories

Comment