MENU

Fun & Interesting

ହେ ପ୍ରଭୂ ମଟନ ଖାଇ ଭୁଲ କରିଛୁ, କ୍ଷମା କରି ଦେ’ || 2 Men Repent After Meat Mix-Up at Jaya Dhaba Puri || OR

Odisha Reporter 1,582 16 hours ago
Video Not Working? Fix It Now

ଏମାନେ ସତ୍ୟବାଦୀ ଜୟା ହୋଟେଲରେ ଖାଇଛନ୍ତି। ଆଉ ଖାଇବା ପରେ ସେଦନର କଥା ବଖାଣିଛନ୍ତି। ମଟନରେ ଚର୍ବି ଅଧିକ ରହୁଥିଲା। ଆଉ ଏହି ଚର୍ବି ଖାଇବାକୁ କୁଆଡେ ବାଡିଆବାଡି। ତେବେ କାହାର ଥିଲା ଏ ଚର୍ବି ? ଖାସିର ଏ ଚର୍ବି ନା ଆଉ କାହାର ? ଏବେ ଭିଡିଓ ଭାଇରାଲ ଓ ଏହାକୁ ନେଇ ତନାଘନା ପରେ କିଛି ସ୍ଥାନୀୟ ବ୍ୟକ୍ତି ଲଣ୍ଡା ହେବା ସହିତ ଗୋବର ପାଣି ପିଇ ପ୍ରାୟଶ୍ଚିତ କରିଛନ୍ତି । ହେ ପ୍ରଭୂ ମଟନ ଖାଇ ଭୁଲ କରିଛୁ, କ୍ଷମା କରି ଦେ’ || 2 Men Repent After Meat Mix-Up at Jaya Dhaba Puri || Odisha Reporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #odishareporter #OdishaReporter #puri #mutton #jayahotel #HolyBath

Comment