ବ୍ରହ୍ମା..... ଅତୀତ, ଅତି ଦୂର ଅତୀତ, ତେଣୁ ତା ପାଇଁ ଉପାସନା ନାହିଁ, ବେଶି ସ୍ତୋତ୍ର ମନ୍ତ୍ର ପୂଜାବିଧି ନାହିଁ l କାରଣ ସେ ଘଟିତ ହୋଇ ସାରିଛି
ବିଷ୍ଣୁ..... ବର୍ତ୍ତମାନ, ତେଣୁ ସୁନ୍ଦର, ଅତୀବ ସୁନ୍ଦର, ଅନେକ ସ୍ତୋତ୍ର, ମନ୍ତ୍ର, ଉପଚାର, ଅବତାର ସବୁ l କେବଳ ସେ ହିରଣ୍ୟକଶୀପୁ ଆଦି ପାଇଁ ଭୟାନକ, ଯୋଉମାନେ ବର୍ତମାନ କୁ ନେଇ ସନ୍ତୁଷ୍ଟ ନୁହନ୍ତି l
ଶିବ...... ଭବିଷ୍ୟତ, ଅଜ୍ଞାତ, ଭୀଷଣ, ସ୍ୱୟଂ କାଳ
କେବଳ ବର୍ତ୍ତମାନ କୁ ନେଇ ସମ୍ପୂର୍ଣ ସନ୍ତୁଷ୍ଟ ହିଁ ଭବିଷ୍ୟତ କୁ ସୁନ୍ଦର ଦେଖେ l ତେଣୁ ଶିବ କେବଳ ସନ୍ତୁଷ୍ଟ ବିରାଗୀ ଯୋଗୀର ପ୍ରିୟ l ତେଣୁ ସେ ବିଷ୍ଣୁଙ୍କର ପ୍ରିୟତମ, ସଖା, ହୃଦୟ l ତେଣୁ ବିଷ୍ଣୁ କୃଷ୍ଣ ହେଲେ ଶିବ ରାଧା ଲ
ଏଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭଲ ଲାଗିଲେ ଲାଇକ ଶେୟାର ସବସକ୍ରାଇବ କରିବେ
#shivasutra #aagama #kashmirshaivism #rudrabesh #tridev #tantra #mahanandatantra #tantramahima #tranding #adwaita #tantramovement