ସିଂହବାହିନୀ ଯାତ୍ରା ପାର୍ଟିକୁ ନେଇ କାହିଁ ବାରମ୍ବାର ବିବାଦ ଆସୁଛି ? ବୋଧହୁଏ ନୂଆ ନୂଆ ଆସିଛନ୍ତି, ହାଇଲାଇଟ୍ ହେବାକୁ ଚାହୁଁଛନ୍ତି।ଯାତ୍ରାରେ ବହୁତ୍ ପଇସା କାରବାର ହୁଏ। ଜଗନ୍ନାଥଙ୍କ ରାଣ ପକାଇବାକୁ ପୀୟୂଷ କିଏ ? କିଛି ଏପରି କହିଛନ୍ତି ସମାଜସେବୀ ମହାସଂଘ ସଭାପତି ବାପୁ ଓଝା।
#jaiodishalive #piyushtripathy #latestupdate #jatrauniverse #jatraparibar #jatra_update #ollywood_industry #viralvideo #updatenews #news #bapuojha #interview