MENU

Fun & Interesting

ଶ୍ରୀକ୍ଷେତ୍ର ପୁରୀକୁ ନେଇ ମହାପୁରୁଷ ତାଙ୍କ ମାଳିକାରେ କଣ କହିଛନ୍ତି ? | Malika Bachan | SukhiBhabantu

SUKHI BHABANTU 3,573 7 days ago
Video Not Working? Fix It Now

ଶ୍ରୀକ୍ଷେତ୍ର ପୁରୀକୁ ନେଇ ମହାପୁରୁଷ ତାଙ୍କ ମାଳିକାରେ କଣ କହିଛନ୍ତି ? | Malika Bachan | SukhiBhabantu #malikabachana #achyutanandamalika #sukhibhabantu #malika #malikabachan #malikabhavishyavani #pravachan Your Search : ଦର୍ଶକ ବନ୍ଧୁ ଆଜିର ମାଳିକା ବଚନ ଅଧ୍ୟାୟରେ ଆମେ ଆଜି ଆଲୋଚନା କରିବା - ଶ୍ରୀକ୍ଷେତ୍ରକୁ ନେଇ ମହାପୁରୁଷ ତାଙ୍କ ମାଳିକାରେ କଣ ଭବିଷ୍ୟବାଣୀ କରିଛନ୍ତି ? କଳିଶେଷରେ ଶ୍ରୀକ୍ଷେତ୍ର ପୁରୀରେ କଣ ସବୁ ଘଟଣାମାନ ଘଟିବ ସେହି ବିଷୟରେ ମହାପୁରୁଷ ମାଳିକାରେ ଭବିଷ୍ୟବାଣୀ କରିଯାଇଛନ୍ତି। ଏଥି ସହିତ ବର୍ଷକ ବାର ମାସ ଯାତ୍ରା ମଧ୍ୟରୁ କେଉଁ ଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ଦ୍ୱାରା ବର୍ଷକ ଦର୍ଶନର ପୂଣ୍ୟ ପ୍ରାପ୍ତ ହୋଇଥାଏ ? ସୁନ୍ଦର ପ୍ରସଙ୍ଗଟିଏ ମାଳିକା ବଚନ ଅଧ୍ୟାୟରୁ, ଆସନ୍ତୁ ଜାଣିବା ଏହି ଭିଡିଓ ମାଧ୍ୟମରେ | ମାଳିକା ବଚନ ପଞ୍ଚସଖା ମାଳିକା ଅଚ୍ୟୁତାନନ୍ଦ ମାଳିକା ଓଡ଼ିଆ ପ୍ରବଚନ ଭବିଷ୍ୟ ମାଳିକା ଦର୍ଶକ ବନ୍ଧୁ ଆଜିର ଭିଡିଓଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ କରି ଜଣାଇବାକୁ ଅନୁରୋଧ 🙏🙏🙏 🌟 ପ୍ରବକ୍ତା : ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟି 👉 Please follow us on Facebook : https://www.facebook.com/profile.php?id=61569983890768&mibextid=ZbWKwL 🌟 Any Queries and Claims Please Email Us : [email protected] 👍 This Video Is For Educational Purposes Only 🌺 WATCHING FOR MORE DEVOTIONAL AND SPIRITUAL CONTENTS PLEASE SUBSCRIBE OUR CHANNEL

Comment