MENU

Fun & Interesting

ମୋ ଶ୍ଵଶୁର ଆସ୍କା ୪୦ ଆଉ ଚାଉଲି ଆଉ ରମ୍ ମିକ୍ସ କରି ପିଅନ୍ତି।

Pratidin TV 104,082 3 years ago
Video Not Working? Fix It Now

ଟଙ୍କା ପାଇଁ ପୁଅ ବୋହୁ ମିଶି ହତ୍ୟା କଲେ ବାପାଙ୍କୁ । ରାଜଧାନୀ ର ଭରତ ପୁର k. କ୍ରୀଷ୍ଣା ରାଓ । ପୁଅ k. ରାମ ରାଓ ଓ ବହୁ k. ମଣିମା ଙ୍କ ପାଖରେ ରହିଥିଲେ । କିନ୍ତୁ ଗତକାଲି ବୟସ୍କ କ୍ରୀଷ୍ଣା ଙ୍କୁ ମାଡ଼ ମାରି ହତ୍ୟ କରିଥିବା ଅଭିଯୋଗ ଆଣିଛନ୍ତି ରାମ ରାଓ ଙ୍କ ପ୍ରଥମ ସ୍ତ୍ରୀ k. ରତ୍ନl । K. କ୍ରୀଷ୍ଣା ଜନେ ସରକାରୀ ଅବସର ପ୍ରାପ୍ତ କର୍ମଚାରୀ । ତାଙ୍କ ପାଖରେ ଟଙ୍କା ଥିବା କଥା ଜାଣିବାକୁ ପାଇଥିଲେ । ପୁଅ ଓ ବହୁ । ଯାହାକୁ ନେଇ ପୂର୍ବରୁ ବାରଂବାର ବାପାଙ୍କୁ ମାଡ଼ ମାରିଥିଲେ ପୁଅ । କିନ୍ତୁ ଆଜି କ୍ରୀଷ୍ଣା ଙ୍କ ପୁଅ ରାମ ଙ୍କ ପ୍ରଥମ ସ୍ତ୍ରୀ ଶଶୁରଙ୍କ ମୃତ୍ୟା ଖବର ପାଇଥିଲେ । ଭରତ ପୁର ସ୍ଥିତ ବାସଭବନ କୁ ଆସି ଦେଖିଥିଲେ ଶଶୁରଙ୍କ Munda ରେ ଗଭୀର ଆଗତ ଲାଗିବା ସହ ରକ୍ତ ବାହାରୁଛି । ପୋଲିସ୍ କୁ ଖବର ଦେଇଥିଲେ ଓ ପୋଲିସ ଆସି ସବାବ୍ୟବଚେଦ କରିବା ସହ ରାମ ଙ୍କୁ ଗିରଫ କରିଚି । #PratidinTv #PratidinNews #OdishaNews #LatestNews #LatestUpdate Like Our Facebook Page: https://www.facebook.com/PratidinTVodisha Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw

Comment