MENU

Fun & Interesting

ବିନା ଦୋଷରେ ଘର ବାହାର କରିଦେଲେ || କର୍ଣ୍ଣ ଗୁରୁ ନାଟକ ବହୁତ ସୁନ୍ଦର ନାଟକ || କି ଦୁଃଖରେ Karna Guru Natak super

SB Youtuber 73,603 2 months ago
Video Not Working? Fix It Now

ବିନା ଦୋଷରେ ଘର ବାହାର କରିଦେଲେ || କର୍ଣ୍ଣ ଗୁରୁ ନାଟକ ବହୁତ ସୁନ୍ଦର ନାଟକ || କି ଦୁଃଖରେ Karna Guru Natak super କର୍ଣ୍ଣ ଗୁରୁଙ୍କ ଦ୍ବାରା ନିର୍ଦ୍ଦେଶିତ ଏ ବର୍ଷର ନୂତନ ଏକ ଭିନ୍ନ ସାଦର ହସ କାନ୍ଦଭରା ସାମାଜିକ ନାଟକ 👉ମନ ନେଇ ଗଲା ମନ ରସିଆ || ନବରଙ୍ଗପୁର ଜିଲ୍ଲା ର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ରାଉଁଲିଗୁଡା଼ ଗ୍ରାମର ନାଟକ। ଉମରକୋଟ ବ୍ଳକ ଅନ୍ତର୍ଗତ ଲିମା ଗୁଡ଼ା ଦିଆଳି ପରବ ଉପଲକ୍ଷେ ତା ୨୦/୧୨/୨୪ରିଖ ରେ ହେଇଥିବା - ସୁପରହିଟ ନାଟକ କର୍ଣ୍ଣ ଗୁରୁ ଆଉ ବୁବୁଲୁ ଗୁରୁ- 💞 ମନ ନେଇ ଗଲା ମନ ରସିଆ 💕। ରଚନା ନିର୍ଦ୍ଦେଶନା - ଶ୍ରୀ କର୍ଣ୍ଣ ଗୁରୁ ଶିଶ୍ଯ ଗୁରୁ- ଦିଗମ ,ବଳି ଗୁରୁ ଆଉ ଗାୟକ ବବୁଲୁ ଗୁରୁ, ଗୁଣ୍ଡୁ ଗୁରୁ ଏହି ନାଟକ ଏହିଥିଲା ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଳକ ଅନ୍ତର୍ଗତ ଲିମା ଗୁଡ଼ା ଠାରେ ଦିଆଳି ପରବ ଉପଲକ୍ଷେ। ରାତିରେ ଉପଲକ୍ଷେ ମୁଁ ଉପସ୍ଥିତ ଥିଲି ଆଉ ଦିନରେ ଏହି ନାଟକ କୁ ରାତିରେ ନ ଶୋଇ ମନ ନେଇ ଗଲା ମନ ରସିଆ ନାଟକ କୁ ବିଡ଼ିଓ କଲି । ସୁପର ଡୁପର ହେଇଛି ନାଟକ । ବିଡ଼ିଓକୁ ଦେଖି ମନୋରଞ୍ଜନ କରନ୍ତୁ ବିଡ଼ିଓ ଦେଖି ବିଡ଼ିଓ କୁ ଲାଇକ୍ ସେୟାର ଚେନ୍ନାଲକୁ ନୁଆ ଆସିଥିଲେ ଚେନ୍ନାଲକୁ ସବ୍ସକ୍ରାଇବ ଆଉ ବିଡ଼ିଓ କେମିତି ଲାଗୁଛି ତାହା ବି କୋମେଣ୍ଡ ମାଧ୍ଯମରେ କୋମେଣ୍ଡ କରି ଜଣାଇବେ ମୋତେ ଏମିତି ଭଲପାଇବା ଦେଲେ ସବୁ ମଣ୍ଡେଇ ନାଟକ ମନୋରଞ୍ଜନ କରିବା ପାଇଁ ବିଡ଼ିଓ ଆଣି ଆପଣମାନଙ୍କୁ ଦେଖାଇବି । ଧନ୍ୟବାଦ୍ ନାଟକ ପାଇଁ ଯୋଗାଯୋଗ ଠିକଣା - 6371313760 _-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_- ଲିମା ଗୁଡ଼ା ଦିଆଳି ରେ ହେଇଥିବା କର୍ଣ୍ଣ ଗୁରୁଙ୍କ ରାଉଁଲିଗୁଡା଼ ର ସୁପରହିଟ୍ ନାଟକ ମନ ନେଇ ଗଲା ମନ ରସିଆ । Karna guru New Natak Diwali Limaguda Diwali karna guru karna Guru Karna Guru KARNA GURU KARNA guru karna guru natak Description Copyright Disclaimer under Section 107 of the copyright act 1976, allowance is made for fair use for purposes such as criticism, comment, news reporting, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use 💞💞💞💞। https://youtu.be/DYP_I9uKaMM ଉମରକୋଟ ବ୍ଳକ ଅନ୍ତର୍ଗତ - ବକୋଦା ଦଶହରା ମଣ୍ଡେଇ ବିଡ଼ିଓ 👉https://youtu.be/DQZA1G1APYc ଦେଖନ୍ତୁ ଆଉ ମନୋରଞ୍ଜନ କରନ୍ତୁ । ନିଲା ପାରି ଗ୍ରାମର ନାଟକ 👇👇👇 https://youtu.be/SxEyBNh_KoY?si=E4SZqvPuY4DN6lsS ଧାନକୁ ରେଶର କରିବା ବିଡ଼ିଓ 👇👇👇 https://youtu.be/s5ujCA-X_H4?si=sXb8kaElxCOHaaYk ରାଉଁଲି ଗୁଡ଼ା Watching ମନ ନେଇ ଗଲା ମନ ରସିଆ ନୂଆ ନାଟକ ରାଉଁଲି ଗୁଡ଼ା କର୍ଣ୍ଣ ଗୁରୁଙ୍କ ସୁପରହିଟ ଓପେରା ଷ୍ଟାଇଲର ନାଟକ #କଣ୍ଣଗୁରୁମନନେଇଗଲାମନରସିଆ #ରାଉଁଲିଗୁଡା #କଣ୍ଣଗୁରୁ ରାଉଁଲି ଗୁଡ଼ା ଗ୍ରାମର ସୁପରହିଟ ଓପେରା ଷ୍ଟାଇଲର ନାଟକ RahunliGuda RaunligGuda KarnnaGuru BayagudaNatak Karna Guru New Natak Pushpali Natak #karna guru New Natak Super Duper Natak Pushpali KarnnaGuru Natak

Comment