MENU

Fun & Interesting

ବସାଇବେ ସ୍ମାର୍ଟ ମିଟର ନେଇଯିବେ 5,760 ! | Deputy CM KV Singh Deo |Protest Rising Smart Meter Bills | OR

Odisha Reporter 318,230 2 months ago
Video Not Working? Fix It Now

ସ୍ମାର୍ଟ ମିଟରର ଚଢ଼ା ବିଲକୁ ନେଇ ସାରା ରାଜ୍ୟରେ ବିଦ୍ୟୁତ ଗ୍ରାହକଙ୍କ ମଧ୍ୟରେ ଜାରି ରହିଛି ଅସନ୍ତୋଷ । କିଛି ଗ୍ରାହକ କହିଛନ୍ତି, ଯେଉଁଠି ମାସକୁ ପୂର୍ବରୁ100 ଟଙ୍କା ବିଲ୍ ଆସୁଥିଲାଏବେ 130ରୁ 150ଟଙ୍କା ଆସୁଛି ।ତେବେ ବଢ଼ିଥିବା ମିଟର ଚାର୍ଜ ହିଁ ଅସନ୍ତୋଷର ମୂଳ କାରଣ ବୋଲି ସ୍ପଷ୍ଟ ହୋଇଛି । ତେବେ ପ୍ରଶ୍ନ ଉଠୁଛି, ମିଟର ଚାର୍ଜ କିଏ ଦେବେ-ଗ୍ରାହକ ନା କମ୍ପାନୀ ? ବସାଇବେ ସ୍ମାର୍ଟ ମିଟର ନେଇଯିବେ 5,760 ! | Deputy CM KV Singh Deo |Protest Rising Smart Meter Bills | Odisha Reporter ବସାଇବେ ସ୍ମାର୍ଟ ମିଟର ନେଇଯିବେ 5,760 ! | Odisha Consumers Protest Rising Smart Meter Bills | Odisha Reporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #smartmeters #Digitalmeter #Controversy #TataPower #Odisha

Comment