MENU

Fun & Interesting

All in One ସୋରିଷ ପିଡ଼ିଆ ଚା

KRUSHI SAMPADA 41,539 lượt xem 2 years ago
Video Not Working? Fix It Now

Arabinda Sahoo
KRUSHI SAMPADA

All in One
ସୋରିଷ ପିଡ଼ିଆ ଚା

ସୋରିଷ ପିଡ଼ିଆ ରେ
Nitrogen
Phosphorus
Potash
ସହିତ ପ୍ରୋଟିନ
ଅଣୁସାର Calcium
Magensium
Copper
Zinc
Iron
ଆଦି ରହିଥାଏ
ଏହାକୁ ଚା ଆକାରରେ ପ୍ରସ୍ତୁତ କରି ପ୍ରାୟୋଗ କରାଯାଏ
1lit ପାଣିରେ 250gm ସୋରିଷ ପିଡ଼ିଆ ମିଶାଇ ମାଟି ମାଠିଆ ରେ 4ଦିନ ରଖନ୍ତୁ।
ସେଥିରେ ଶୀତ ଦିନେ 10ଗୁଣ ଓ ଖରାଦିନେ 15ଗୁଣ ପାଣି ମିଶାଇ ଗଛ ମୂଳରେ ପ୍ରାୟୋଗ କରନ୍ତୁ
ଫୁଲ ବା ପନିପରିବା ଗଛରେ 100ml ଓ ଫଳ ଗଛରେ 150-200ml ପ୍ରାୟୋଗ କରନ୍ତୁ
15ଦିନ ଅନ୍ତରରେ 2ଥର ପ୍ରୟୋଗ କରନ୍ତୁ

Thank you
KRUSHI SAMPADA
MOB : 7008498896
Mail ID : sahooarabinda72@ail.com

WATCH NEXT:
ବିନା ଖର୍ଚ୍ଚରେ ଶଙ୍କର ଧାନ ବିହନ ଉତ୍ପାଦନ
https://youtu.be/Fftxg_XiR-U

ପାଉଁସିଆ ରୋଗ ପରିଚାଳନା
https://youtu.be/g3dAnejuHHg

Hormone Fantac plus

https://youtu.be/magYUvJjPbk

#krushisampada #mustard
#liquidfertilizer
#odia

Comment