MENU

Fun & Interesting

ବାସ୍ତୁରେ ପୂର୍ବ ପୁରୁଷ ଙ୍କ ଫୋଟୋ || Ancestor's photo in Vastu || InfraVastu || Er Pradeep Kumar|| Bbsr

InfraVastu 30,788 2 years ago
Video Not Working? Fix It Now

ବାସ୍ତୁରେ ପୂର୍ବ ପୁରୁଷ ଙ୍କ ଫୋଟୋ || Ancestor's photo in Vastu || InfraVastu || Er Pradeep Kumar|| Bhubaneswar ସୃଷ୍ଟିର ପ୍ରାରମ୍ଭରୁ କ୍ରମାଗତ ଭାବେ ମଣିଷର ଇଚ୍ଛା,ଆକାଂକ୍ଷା, ପ୍ରାପ୍ତି,ସ୍ବାସ୍ଥ୍ୟ ,ସୁଖ, ଶାନ୍ତି, ସୁରକ୍ଷା, ସଫଳତା ,ଆବଶ୍ୟକତା , କ୍ଷମତା ଓ ଆତ୍ମ ବ ଳ, ସୁଖ୍ୟାତି ଓ ଆରାମ ଇତ୍ୟାଦି ପାଇବା ପାଇଁ ସଦା ସର୍ବଦା ପ୍ରୟାସ ଚଳେଇଛି ଏବଂ ବିକାଶ ପଥରେ ଚାଲିଛି । ଆଜି ମଣିଷକୁ ପ୍ରକୃତିର ପ୍ରଭାବ ର ତାଳେ ତାଳେ ଚାଲିବାକୁ ପଡିବ। ପୃଥିବୀର ଘୂର୍ଣନ ଗତି ଅନୁଯାୟୀ ପ୍ରକୃତିର ପଞ୍ଚତତ୍ଵ ର ସୃଷ୍ଟି ହୋଇଛି ଓ ଏହାର ଗୁଣ ଧର୍ମ ର ବିଶ୍ଳେଷଣ ବି ହେଉଛି। ପଞ୍ଚ ତତ୍ତ୍ୱ ଅଧିନସ୍ଥ ୧୬ ଟି ଦିଗ ଅଞ୍ଚଳ ସହିତ ପୂର୍ବ ପୁରୁଷ ର ଫୋଟୋ ଚିତ୍ର ର ରଖିବା ସ୍ଥିତି କୁ ନେଇ ଆମ ଜୀବନ ଶୈଳୀ କୁ ସମାନ୍ତରାଳ ଗତିରେ ସୁବିଧା କରି ସଫଳ କରିବାକୁ ପଡ଼ିବ। ସୁତରାଂ ବାସ ସ୍ଥାନ , ଭଡ଼ା ଘର, ନୂଆ ପ୍ଲଟ୍, ବ୍ୟବସାୟ, ଖଣି ଓ ଶିଳ୍ପ ଆଦି କ୍ଷେତ୍ରରେ ଆମକୁ ପ୍ରକୃତି ର ୧୬ ଟି ଦିଗଞ୍ଚଳ ଓ ସଠିକ ପୂର୍ବପୁରୁଷ ଙ୍କ ଫୋଟୋ ରଖିବାର ସଫଳ ସୂତ୍ର କୁ ନେଇ ବାସ୍ତୁ ଶକ୍ତି ହିସାବରେ ଚଳିବା ଦରକାର ।ଏମିତି କି : ସଠିକ ସ୍ଥାନରେ ଏଇ ଫୋଟୋ ନ ରଖିଲେ କିମ୍ୱା ଓଲଟ ପାଲଟ ସ୍ଥାନରେ ରଖିଲେ ବହୁତ କ୍ଷତି ସହିବାକୁ ପଡ଼ିଥାଏ। ସଦାବେଳେ ପ୍ରକୃତିର ଫାଇଦା ପ୍ରାପ୍ତି ଅନୁଭବ ହୁଏ ନାହିଁ କି ଶାନ୍ତି ବି ମିଳେ ନାହିଁ। ଏମିତିକି ବେଳେ ବେଳେ ସତ୍ତା ହରାଇ ବାକୁ ପଡ଼ିବା ଅଵସ୍ଥା ଆସେ। ଫଳରେ ବାସ୍ତୁ ରେ ମୁଖ୍ୟ ୧୬ ଟି ଦିଗଞ୍ଚାଳ ର ଗୁଣ ଓ ବଳ କୁ ନେଇ ମୋଟ ୩୩ ଭଗବାନ କୁ ଆମେ ଅନୁଭବ କରୁଁ। ଏଠାରେ ବିଶ୍ଵର ଘୁର୍ଣାନ ଗତି ଅନୁଯାୟୀ ୧୬ ଟି ଜୋନକୁ ସନ୍ତୁଳିତ କରି ଦ୍ରବ୍ଯ ମାନ ରଖିଲେ ପରିଣତି ସ୍ୱରୂପ ସମସ୍ତ ଶୁଭ ହୁଏ। ତେଣୁ ଏଭଳି ଫୋଟୋ ଚିତ୍ର ରଖିବା ଅଂଚଳ ନିହାତି ଗୃହ କର୍ତ୍ତା ଙ୍କ ସହ ଗୁଣ ଓ ଧର୍ମ ସହିତ ସନ୍ତୁଳିତ ହେବା ଦରକାର। ଏହା ହିଁ ଏଇ ଧାରାବାହିକର ମହତ୍ ଉଦ୍ଦେଶ୍ୟ। (Good results of Ancestor's photo in MahaVastu zones ) ଆମେ ଓଡ଼ିଶାରେ ସର୍ବ ପ୍ରଥମ କରି ଇନ୍ଫ୍ରା ବାସ୍ତୁ* ( INFRAVASTU ) ମାଧ୍ୟମରେ ଲୋକଙ୍କ ଜୀବନ ଶୈଳୀର ଅଭିବୃଦ୍ଧି ଅର୍ଥାତ୍ ସ୍ବାସ୍ଥ୍ୟ,ସମ୍ପଦ ଓ ସଫଳତା ର ଉନ୍ନତି ଆଣିବା ପାଇଁ ଏଇ you tube video ମାଧ୍ୟମ ରେ ପ୍ରୟାସ ଜାରି ରଖୁଛୁ। ଇନ୍ ଫ୍ରା ବାସ୍ତୁ_ ( ଓଡ଼ିଶାର ଆଧୁନିକ ମହାବାସ୍ତୁ ର ସର୍ବ ପ୍ରଥମ ସଂସ୍ଥା ) ଇଂ ପ୍ରଦୀପ କୁମାର (୭୯୭୮୭୮୩୧୮୮) ଓଡିଶାର ପ୍ରଥମ ଆଧୁନିକ ମହାବାସ୍ତୁ ବିଶେଷଜ୍ଞ । ଅଶୋକ ନଗର, ଭୁବନେଶ୍ୱର-୯ ଯୋଗାଯୋଗ କରନ୍ତୁ: (୬୩୭୧୦୯୭୨୩୩/୭୦୦୮୦୧୯୭୨୧) ଧ ନ୍ୟ ବା ଦ🙏🙏🙏🙏🙏

Comment