ବାବୁ ମହଲ: ଛାଡ଼ଖାଇ ୨୦୨୩ | Babu Mahal # 213: 'Chadakhai 2023'
ଆମ ଓଡ଼ିଶାରେ କାର୍ତ୍ତିକ ମାସକୁ ଏକ ପବିତ୍ର ମାସ ରୂପେ ବିବେଚନା କରାଯାଏ। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଯାଏ। ମାସ ସାରା ହବିଷ ହୁଏ। ତେଣୁ ପ୍ରାୟ ସମସ୍ତେ ଏହି ମାସରେ ଆମିଷ ଭୋଜନ କରନ୍ତି ନାହିଁ। କିଛି ବ୍ୟକ୍ତି ମାସ ସାରା ନହେଲେବି ମାସର ଶେଷ ପାଞ୍ଚ ଦିନ ଅର୍ଥାତ ପଞ୍ଚୁକ ସମୟରେ ଆମିଷ ଖା'ନ୍ତି ନାହିଁ। କଥାରେ ଅଛି ପଞ୍ଚୁକରେ ବଗ ବି ଆମିଷ ଖାଏ ନାହିଁ। ମାତ୍ର କାର୍ତ୍ତିକ ମାସାନ୍ତେ ଆମିଷ ଛାଡ଼ିଥିବା ଲୋକେ ଛାଡ଼ଖାଇ ପାଳନ କରନ୍ତି। ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ଛାଡ଼ଖାଇ ୨୦୨୩' ।
ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
Babu Mahal # 213: Chadakhai 2023 ( A funny odia animated cartoon web series from Dharitri Live )
This video is not allowed for reuse/ redistribution in any form and manner on any source. Copyright owner : Dharitri Live
LIKE || SHARE || SUBSCRIBE
Also Watch:
👉 Special Episodes : https://www.youtube.com/playlist?list=PLwe1NKe1d7izN5qpLTvp8eZbwLVtVyOEr
👉 'Fun with Public' all episodes: https://www.youtube.com/playlist?list=PLwe1NKe1d7izzdXW4B5oXUYojGiad7Mn5
👉 Babu Mahal - Cartoon animation web series: https://www.youtube.com/playlist?list=PLwe1NKe1d7ixIac6oDSJUgoinBZ-TRrR_
👉 Health Tips: https://www.youtube.com/playlist?list=PLwe1NKe1d7izbC44EcRz78VlNgoLDMjUF
👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : https://www.youtube.com/watch?v=LtK5UIoWp70&list=PLwe1NKe1d7ixbSwNUQlWX5Ruho2iaR_a1
👉 Man Mijaj | ମନ ମିଜାଜ : https://www.youtube.com/playlist?list=PLwe1NKe1d7ixeD9FfRwKv0rYQYqAUZPUN
For more updates please visit us:
👉 Website: https://www.dharitri.com
👉 Facebook: https://www.facebook.com/DharitriNews
👉 Twitter: https://www.twitter.com/DharitriLive1
👉 Youtube: https://www.youtube.com/dharitrilive
👉 Instagram: https://www.instagram.com/dharitrilive
#BabuMahal #OdiaCartoon #OdiaComedy #Odisha #ଛାଡ଼ଖାଇ