MENU

Fun & Interesting

BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ | HUMANE SAGAR NEW CHRISTMAS SPECIAL SONG |AMIT BADANAYAK

Amit Badanayak 1,093,838 lượt xem 2 years ago
Video Not Working? Fix It Now

Presenting You A Beautiful New Odia Christian Sambalpuri Dance Pattern Song For Christmas From AB Music. We Hope This Christmas Special Song Will Surely Touch All Your Heart. The Song Is Sung By Human Sagar In A Very Beautiful And Melodious Style. Lyrics & Music Composition By Amit Badanayak.

PRAISE THE LORD........ WISHING YOU ALL A MERRY CHRISTMAS...ସମସ୍ତ ଶ୍ରୋତା ମଣ୍ଡଳୀକୁ AB MUSIC ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ନମସ୍କାର । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ଉପଲକ୍ଷେ ପ୍ରଭୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ବଡ଼ଦିନ ପାଇଁ ଭେଟି ଦେଉଛୁ ଏକ ନୂତନ ମନଛୁଆଁ "ବଡ଼ଦିନର ଅଭିନନ୍ଦନ" ନାମକ ଏକ ଝୁମିଲା ଗୀତ।
ଏହି ଗୀତକୁ ଓଡ଼ିଶାର ଅତି ଜଣାଶୁଣା ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଅତି ଚମତ୍କାର ଓ ମନଛୁଆଁ ଶୈଳୀରେ କଣ୍ଠଦାନ କରିଛନ୍ତି।
ଆଶା କରୁଛୁ ଏହି ନୂଆ "ବଡ଼ଦିନର ଅଭିନନ୍ଦନ" ଝୁମିଲା ଗୀତ ଆପଣ ମାନଙ୍କୁ ନିଶ୍ଚୟ ହୃଦୟକୁ ସ୍ପର୍ଶ କରିବ। ଗୀତକୁ ଶୁଣନ୍ତୁ ଏବଂ ଆନନ୍ଦ ଉଲ୍ଲାସର ସହ ଖ୍ରୀଷ୍ଟମାସ୍ ପର୍ବ ପାଳନ କରନ୍ତୁ। ପ୍ରଭୁଙ୍କ ପ୍ରଶଂସା ଉଦ୍ଦେଶ୍ୟରେ କରାଯାଉଥିବା ଆମର ପରିଶ୍ରମ ଯେପରି ସାର୍ଥକ ହେବ ଏଥିନିମନ୍ତେ ନିତ୍ୟ ପ୍ରାର୍ଥନାରେ ତୋଳି ଧରନ୍ତୁ।

ଯୀଶୁ ଜନମର ସୁଅଭିବାଦନ
ଘେନ ବନ୍ଧୁ ଗଣ ଶୁଭ ସମ୍ଭାଷଣ...

ଯୀଶୁ ଜନମର ସୁଅଭିବାଦନ
ଏ ବଡ଼ ଦିନର ଶୁଭ ସମ୍ଭାଷଣ (୨ଥର)
ଜଣାଉଛି ଏହି କ୍ଷଣ ଆହେ ପ୍ରିୟ ବନ୍ଧୁଗଣ...(୨ଥର)
କର ହେ ଗ୍ରହଣ...
ଅଭିନନ୍ଦନ ଘେନ ଅଭିନନ୍ଦନ..(୨ଥର) .........=୦=

ଆନନ୍ଦଜନକ ଏହି ସୁସମାଚାର...ସୁସମାଚାର
ଈଶ୍ବରଙ୍କ ଦୂତ ମର୍ତ୍ତେ କଲେ ପ୍ରଚାର...କଲେ ପ୍ରଚାର
ମୁକ୍ତି ସାଧିବାକୁ ସାରା ବିଶ୍ୱ ଜନର...ବିଶ୍ଵ ଜନର
ଆସିଲେ ଧରାକୁ ଛାଡ଼ି ସରଗ ପୁର...ସରଗ ପୁର
ବାକ୍ୟରୂପୀ ଈଶ ସୂତ ଶିଶୁ ରୂପେ ହେଲେ ଜାତ...(୨ଥର)
ମାନବ କାରଣ...
ଅଭିନନ୍ଦନ ଘେନ ଅଭିନନ୍ଦନ ..(୨ଥର).........=୧=

ଆସିଅଛି ବୋଲି ଯୀଶୁଙ୍କ ଜନ୍ମ ଦିନ...ଜନମ ଦିନ
ଆନନ୍ଦେ ସଭିଙ୍କ ମନ ହୁଏ ଉଚ୍ଛନ୍ନ...ହୁଏ ଉଚ୍ଛନ୍ନ
ଆସ ଆସ ପ୍ରିୟ ଖ୍ରୀଷ୍ଟ ବିଶ୍ବାସୀ ଗଣ... ବିଶ୍ୱାସୀ ଗଣ
ମଧୁଗୀତି ଗାଇ କରିବା ଜୟଗାନ... ଜୟଗାନ
ପରସ୍ପର ମିଳିମିଶି ବାଣ୍ଟିନେବା ହସଖୁସି...(୨ଥର)
ହୋଇ ଏକ ମନ....
ଅଭିନନ୍ଦନ ଘେନ ଅଭିନନ୍ଦନ ..(୨ଥର)...........=୨=

SONG CREDITS :

* Song : Badadinara Abhinandan

* Singer : Humane Sagar (Ollywood Singer)

* Lyrics : Amit Badanayak (8895583382)

* Music : Amit Badanayak

* Arrangement & Programming : Bapi Samal

* Recording & Mix : MRR Studio, Cuttack

* Mastering by : Shaktiswar Mohapatra

* Camera & Edit - Chiku

* Special Thanks - Pastor Mikhael Badanayak, Kuldeep Bardhan, Tanu Limma & Manuel Sagar

* Production : AB Music

* Poster Design : Chiku,

* WhatsApp : 8895583382,7978601423

* Contact : 7978601423,8895583382

#badadinaraabhinandana
#badadinaraabhinandanasong
#newodiachristmasspecialsong
#humanesagarchristmasspecialsong
#amitbadanayakchristmasspecialsongs
#newodiachristiansongs
#newodiachristmasspecialsongs
#odianewchristmasspecialsongs
#amitbadanayakchristmasspecialsongs
#humanesagarchristiansongs
#odiachristiansongs2022
#newchristmasspecialsong
#asimapandachristiansongs
#amitbadanayakchristiansongs
#latestodiachristiansongs
#odiachristiansongs
#abhinandanasong
#abmusic
#amitbadanayaknewchristiansong
#newodiachristiansongs2022
#abmusicchristiansong
#asimapanda
#amitbadanayak
#amitbadanayakchristiansong
#latestodiachristiansongs
#odianewchristiansong
#humanesagarchristiansongs
#amitpanichristiansongs
#shasanksekharchristiansongs
#amitbadanayaknewodiachristiansongs
#abmusicchristiansongs
#asimapandachristiansongs
#ananyasritamnandachristiansongs
#topodiachristiansongs
#bapisamal
#humanesagarsong
#humanesagar
#amitpani
#amitpanisong

ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ

ନରକ ଦଣ୍ଡ (Studio Version)
https://youtu.be/RFSNY09Gcv4

ସଙ୍ଗୀତର ସାତ ସୂରେ (Asima Panda)
https://youtu.be/JgCWaJw7tks

ଫେରିଆ ଫେରିଆ (Humane Sagar)
https://youtu.be/vBcM7j-YbVs

ନାଉରୀ (JYOTIRMAYEE NAYAK)
https://youtu.be/F1Y8f_zMAkw

ରେ ମନ (HUMANE SAGAR)
https://youtu.be/quUbDXftqRM

ସରଗ ରାଇଜ (SHASANK SEKHAR)
https://youtu.be/cG31wuPjv8Q

ଅଳପ ଆୟୁଷ (Ananya Sritam Nanda)
https://youtu.be/VFtEmGoaW70

ଆସିଛି ବଡ଼ଦିନ Asima Panda (Studio Version)
https://youtu.be/Ed8t7po9XSo

ମହାମାରୀରୁ ରକ୍ଷା କର (Asima Panda)
https://youtu.be/hh0qgElSS08

ପ୍ରଶଂସା ହେଉ ତୁମର (Amit Pani)
https://youtu.be/dgj1PiwBsiw

ଆରାଧ୍ୟ ଈଶ୍ୱର (Ira Mohanty)
https://youtu.be/mOQz13J5aTk

ଶୁଣ ମୋର କ୍ରନ୍ଦନ (Studio Version)
https://youtu.be/12UrulBfclg

ହେ ପ୍ରିୟ ଯୀଶୁ (FULL HD VIDEO)
https://youtu.be/pWQCsegILJ0

କାନ୍ଦେ ଆଜି ମୋ ଅନ୍ତର
https://youtu.be/Ex51Pdx7pcU

ଲହୁ ଭିଜା ଲଲାଟ (Studio Version)
https://youtu.be/P1HdiLMYIXM

ମୁଁ ଯେ ଅକିଞ୍ଚନ (Studio Version)
https://youtu.be/GDsKytYi-1s

ହେ ପ୍ରଭୁ (Full HD Video)
https://youtu.be/aClhYtRQOf8

ହେ କ୍ରୁଶଧାରୀ (Studio Version)
https://youtu.be/g_BiXypUW4c

କମ୍ପିଉଠେ ଏ ଧରା ଧାମ (Studio Version)
https://youtu.be/ooUFLhFmFr4

କେତେବେଳେ ଚାଲିଯିବ ଜୀବନ (Full Video)
https://youtu.be/2PC9FlBJKUE

କେତେ କାଳରେ ମନ (Studio Version)
https://youtu.be/A2TWgMABDiU

ସତର୍କ ଟିକେ ରୁହ (Studio Version)
https://youtu.be/OPjVQi4KCM8

ଶେଷ ଘଣ୍ଟି ( Full Video)
https://youtu.be/1UL2Vx33-ag

ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
https://youtu.be/ZbQgJTrAjH8


!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Comment