MENU

Fun & Interesting

||BARSHATEETA|| Pranab Patnaik Odia Song|| Md. Mushir|| Premchand Beura||Dura Sei Aakashare||

OLLYWOOD FILMS 2,485 4 years ago
Video Not Working? Fix It Now

#NewOdiaSong #PranabPattnaik #MdMushir #Barshateeta #OllywoodFilms #OdiaGhazal #OdiaMusic #Rasmiranjan Behera Singer: Pranab Kishore Pattnaik (One of the best singers of Odia music history has sung an original after a long period of time.) Music: Md. Mushir (Another legend of Odia music industry who is active since late 1970s and has given hits like 'hrudayara ei shunyataku', 'tora udi udi jae kani', 'aji mu peeni' to name a few. Lyrics: Premchand Beura DoP & Editor: Rashmi Ranjan Art-Chandan das Sound Recording: Subbu Da Programming: BM Studio, CTC. Dubbing & Mixing: MRR Studio, CTC. Camera: Padma Musicians: Keyboard - Munna Guitar - Lipu Pad - Bubu Tabla - Gobinda Special Thanks - Kasturika Pattnaik and family. ବର୍ଷାତୀତ *************** ଦୂର ସେଇ ଆକାଶରେ ଯେବେ ଆସର ବର୍ଷାର ବସେ, ଅଭୁଲା ସେ ସ୍ମୃତି ଅଧା ଲିଭା ପ୍ରୀତି ହାୟ ମେଘ ଫାଂକେ ବଙ୍କା ହସେ।.....(ଘୋ) ମହ୍ଲାର ଗୋ ଅଳି ମାନ, ସ୍ନିଗ୍ଧ ମଧୁର ବିନ୍ଦୁରେ ଭିଜାଅ ମନକୁ, ଲୁହ ଭିଜା ଏଇ ପ୍ରାଣ। ଆଙ୍କି ଦିଅ ଗୋ ଶ୍ରାବଣ, ସାତ ରଙ୍ଗେ ରଙ୍ଗୀତ ଇନ୍ଦ୍ରଧନୁରେ, ସାତରଙ୍ଗୀ ସେଇ ଦିନ। ଚପଳାର ଚମକରେ, ଯେବେ ଇଂଗୀତ ଆଖିର ଝଲସେ, ଅଭୁଲା..........(୧) ନିଦାଘେ ନିଦ୍ରିତ ଦିନ, ମରଣ ପରାୟେ ମଉନେ ମଗନ, ଦିଅ ତା ଦେହେ ଜୀବନ। ବିଧୁର ବହ୍ନିତ ବନ, ତୁମ ପରଶରେ ତାରେ ଦିଅ ଯଉବନ, ହେଉ ନବ ଗୁଞ୍ଜରଣ। ମାଟିର ମିଠା ମହକେ, ଯେବେ ଅତୀତ ଅତର ବାସେ, ଅଭୁଲା.......(୨) Please enjoy the song, like, share, comment and please don't forget to subscribe to the channel and press the 🔔 icon...

Comment