/BASHA HINO CHODHEYEE MU/ବସା ହିନ ଚଢେଇ ମୁଁ/NEW ODIA CHRISTIAN STORY VIDEO SONG /GITANJALI BHATRA 2024
BASHA HINO CHODHEYEE MU/ବସା ହିନ ଚଢେଇ ମୁଁ/NEW ODIA CHRISTIAN STORY VIDEO SONG /GITANJALI BHATRA 2024
#gitanjali #new #odiasong #odiavideosong
#S.B music #ChristianOdiaSong #
#bashahinochodheyeemu#sitarambhatra#
#Bidyutbhatra#s.bmusic #udaytakri#bikramtakri#
#s.bmusicchristiansong#
SONG CREDITS :-
SINGER :- GITANJALI BHATRA
LYRICS :- PS SITARAM BHATRA
PROJECT DIRECTOR :- PAUL JACOB
MUSIC & COMPOSE :- PAUL JACOB
ARRANGEMENT :- EBENEZER
RECORDIST :- BIKRAM TAKRI
S.B MUSIC PRESENTS 8763767665
FULL SONG LYRICS :-
ଖାଲି ପାତ୍ରଟି ମୁଁ ମୋତେ ଆଦର କର
ବସାହିନ ଚଢେଇ ମୁଁ ମୋତେ ଦୁରେଇ ନ ଦିଅ( 2ଥର )
ହିନ ହୋଇଗଲି ମୁଁ ସମସ୍ତଙ୍କୁ
ବଝ ହୋଇ ଗଲି ମ ପରିବାରକୁ( 2ଥର )
ବିତିଯାଇ ଥାନ୍ତା ମ ଗତି
ବଦଳି ଯାଇ ଥାନ୍ତା କି ମ ସ୍ଥିତି (2ଥର)
ଖାଲି ପାତ୍ରଟି ମୁଁ ××××××××××××××××××××(0)
* ମ ଭାଗ୍ଯ ହିଁ ଏତିକି ବଲି କାନ୍ଦିଲା ବେଳେ
ତାଙ୍କରି ହାତ ଧୀରେ ଧୀରେ ମତେ ଚଳେଇ ନିଏ (2ଥର)
ହେଲେ ସେ ଦଣ୍ଡିତ ମୋହରି ପାଇଁ
ବଞ୍ଚିବି କେବଳ ମ ଯୀଶୁଙ୍କ ପାଇଁ (2ଥର)
ବଞ୍ଚିବି କେବଳ ମ ଯୀଶୁଙ୍କ ପାଇଁ -------
ଖାଲି ପାତ୍ରଟି ମୁଁ ××××××××××××××××××××(1)
* ପ୍ରେମ ନ କରିବା ଲୋକଙ୍କୁ ପ୍ରେମ କରିଲି
ପ୍ରେମ ମୟ ତୁମ ମନକୁ ଦୁଃଖ ମୁଁ ଦେଲି (2ଥର)
ଆଖି ପିତୁଳାରେ ମୋତେ ସୁରକ୍ଷା ଦେଲ
ପିତା ମହର ହୋଇ ମୋତେ ଉଠେଇଲ (2ଥର)
ପିତା ମହର ହୋଇ ମୋତେ ଉଠେଇଲ-------
ଖାଲି ପାତ୍ରଟି ମୁଁ ××××××××××××××××××(2)
* ତୁମ ପରି କିଏ ମୋତେ ପ୍ରେମ କରିବ
ତୁମ ପରି କିଏ ମୋତେ ଆଦର କରିବ (2ଥର)
ଏହି ଜଗତ ଏକ ହୋଇ ଉଭା ହେଲେବି
ମ ସାଙ୍ଗରେ ତୁମେ ଥିଲେ ଯଥେଷ୍ଟ ପ୍ରଭୁ (2ଥର)
ମ ସାଙ୍ଗରେ ତୁମେ ଥିଲେ ଯଥେଷ୍ଟ ପ୍ରଭୁ--------
ଖାଲି ପାତ୍ରଟି ମୁଁ ମୋତେ ଆଦର କର
ବସାହିନ ଚଢେଇ ମୁଁ ମୋତେ ଦୁରେଇ ନ ଦିଅ( 2ଥର )
ହିନ ହୋଇଗଲି ମୁଁ ସମସ୍ତଙ୍କୁ
ବଝ ହୋଇ ଗଲି ମ ପରିବାରକୁ( 2ଥର )
ବିତିଯାଇ ଥାନ୍ତା ମ ଗତି
ବଦଳି ଯାଇ ଥାନ୍ତା କି ମ ସ୍ଥିତି (2ଥର)
ଖାଲି ପାତ୍ରଟି ମୁଁ ମୋତେ ଆଦର କର
ବସାହିନ ଚଢେଇ ମୁଁ ଚଢେଇ ମୁଁ ମୋତେ ଦୁରେଇ ନ ଦିଅ (2ଥର)
† ସମାପ୍ତ †