Arabinda Sahoo
Krushi Sampada
ମହୁମାଛି ଦଳ କିପରି ଧରିବା
HONEY BEE CULTIVATION
ଗୋଟିଏ ମହୁ ମାଛି ଦଳରେ 10000-15000 ମହୁ ମାଛି ରହି ଥାଆନ୍ତି
ସେଥିରେ 1ଟି ରାଣୀ ମହୁମାଛି
5% ଅଣ୍ଡିରା ମହୁ ମାଛି
ବାକି ସବୁ କର୍ମୀ ମହୁମାଛି ଅଛନ୍ତି
ମହୁମାଛି ଦଳ ଖାଲ ସ୍ଥାନ ବା ଗଛ କୋରଡ ବା ଘର skylight ରେ ରହନ୍ତି।
ତାଙ୍କୁ ଆଣି ବକ୍ସ ରେ ରଖି ଚାଷ କରାଯାଏ
ମହୁ ମାଛି ଦଳ କୁ ଅପରାହ୍ନରେ ଧରାଯାଏ
ସେଥି ପାଇଁ ଦରକାର
ମହୁ ବକ୍ସ
ଧୂଆଁ ସୃଷ୍ଟିକରି ଯନ୍ତ୍ର
ଜାଲି ଥିବା ଟୋପି
ଛୁରୀ
କଦଳୀ ପଟୁଆ ରାଶି
queen gate
ସନ୍ଧ୍ୟା ମଧ୍ୟରେ ଦଳ ଧରି ସରିଲେ ରାତିରେ ବକ୍ସ କୁ ସେଠାରୁ ମହୁ ଚାଷ କରାଜୀବକୁ ଥିବା ସ୍ଥାନ କୁ ନିଆଯାଏ
ମହୁବକ୍ଷର ସଠିକ ଯତ୍ନ ନେଲେ ବକ୍ସ ପ୍ରତି 5-10lit ମହୁ 1ବର୍ଷରେ ମିଳିଥାଏ।
Thank you
KRUSHI SAMPADA
WATCH NEXT :
ଲଙ୍କା ଫସଲର ପତ୍ର ମୋଚ ରୋଗ ପରିଚାଳନା
https://youtu.be/-VcnJknff-Q
ଆମ୍ବ କଷି ଝଡ଼ିବା
https://youtu.be/ku7NhM1-zag
ଗୁଆ ଚାଷ
https://youtu.be/5XptgtFeR3w
ଆମ୍ବ କଲମି
https://youtu.be/dOkJxLecUgU
https://m.facebook.com/story.php?story_fbid=3742347065875681&id=100003012740633&sfnsn=wiwspwa&extid=a
#beekeeping #krushisampada #howtocultivatebee #odia