MENU

Fun & Interesting

ରାସ୍ତାରେ କୋଟିପତି ଜେଜେଙ୍କୁ ଦେଖି ନାତିର ପ୍ରତିଶୋଧ । Best story। Odia Gapa @Secretstories1

Secret Stories 1,019,258 11 months ago
Video Not Working? Fix It Now

ରାସ୍ତାରେ କୋଟିପତି ଜେଜେଙ୍କୁ ଦେଖି ନାତିର ପ୍ରତିଶୋଧ । Best story। Odia Gapa @Secretstories1 କାହାର ଏ ସୁମଧୁର କଣ୍ଠସ୍ୱର । ପୁଣି କଟକ ସହରର ନଦୀବାଲିରେ । ସେ ସ୍ୱର ପୁଣି ବାଲିଯାତ୍ରାର ଭିଡିକୁ ଚିରି ଲୋକଙ୍କୁ ଯେମିତି ପାଗଳ କରି ଦେଉଥିଲା । ଦେଖିବା ବେଳକୁ ଜଣେ ୭୦ ବର୍ଷର ବୁଢା ଲୋକ ନିଜ ପେଟ ପାଇଁ ଗୀତ ଗାଉଥିଲେ । ତାଙ୍କ ଗୀତ ଶୁଣି ଲୋକେ ଯେମିତି ମତୁଆଲା ହେଉଥିଲେ । କିନ୍ତୁ ସେଠାରେ ଛିଡା ହୋଇଥିବା ଜଣେ ଯୁବକ ସେ ବୁଢା ଲୋକର କଷ୍ଟକୁ ଅନୁଭବ କରୁଥିଲେ । ଗୀତ ସରିଲା ଆଉ ବୁଢା ଲୋକଟି ବି ଟିକେ ଦୂରରେ ଥିବା ଛିଣ୍ଡା ପଲିଥିନ ଘରକୁ ଫେରିଗଲେ । ଯୁବକ ଜଣକ ପିଛା କରି କରି ସେ ବୁଢା ଲୋକର ଘରକୁ ପଶିଲେ । ଘରର ଭିତରରେ ଦୃଶ୍ୟ ଦେଖି ଯୁବକ ଜଣକ ଆଉ ରହିପାରିଲେନି । ତାଙ୍କୁ ନେଇ ଏକ ବୃଦ୍ଧାଶ୍ରମରେ ରଖେଇ ଦେଲେ । କିଛି ଦିନ ଏମିତି ବିତିଗଲା । ଦିନେ ରାତିରେ ସେ ବୃଦ୍ଧାଶ୍ରମରେ ବୁଢା ଲୋକ ଜଣକ ଏମିତି ଏକ ଦୃଶ୍ୟ ଦେଖିଲେ , ଦେଖିକି ତ ଯେମିତି ଚମକି ପଡିଲେ । ତାଙ୍କ ପାଦ ତଳୁ ମାଟି ଖସିଗଲା । ନିଜ ଆଖିକୁ ସେ ବିଶ୍ୱାସ କରିପାରିଲେନି । ତୁରନ୍ତ ସେ ନିଜ ସ୍ତ୍ରୀଙ୍କୁ ନେଇ ସେଠାରୁ ପଳେଇ ଆସିଲେ । Please watch FULL & SUBSCRIBE odia Bhajan odia film odia gita odia moral story in odia language oriya story odia motivational love story odia history odia romantic story audio new odia gopo bhajan geeta odia audio song odia heart touching bhajan odia odia collection jagannath bhajan oriya odia hit romantic song gappa Anuradha serial jatra taranga serial titli serial gapa gopo odia romantic story Our BEST STORIES . watch MUST 1. https://youtu.be/vtjUB9wKv-4 2. https://youtu.be/2fABwXvSQLA 3. https://youtu.be/fD9k_VaXYq8 4. https://youtu.be/Pqvm-QzZfbo 5. https://youtu.be/0rJ2ph1yvwI 6. https://youtu.be/t3x4sxP7hS0 7. https://youtu.be/Plt3L91BtUo -------------------------------------------------------------------------------------------------------------- For Business Enquiry - [email protected] -------------------------------------------------------------------------------------------------------------- #secretstories #secretstory #odiagapa #odiastorygapa #odianews #emotionalstoryinodia #emotionalstory #tarangserial

Comment