କଣ ସବୁ କାମ କଲେ ନାମ ଜପ'ର ଫଳ ମିଳେ ନାହିଁ ?
ନାମଜପ କରି ମଧ୍ୟ ଫଳ ମିଳୁ ନାହିଁ କାହିଁକି ?
କେମିତି କଣ ଓ କେତେବେଳେ ନାମଜପ କରିବେ ?
କଣ ଓ କେମିତି ନାମଜପ କଲେ ସିଦ୍ଧିଲାଭ ହେବ ?
ପ୍ରଭୁଙ୍କ ନାମଜପର ଫଳ ମିଳୁନାହିଁ କାହିଁକି ?
ନାମ ଜପ କଲେ ମଧ୍ୟ ମନ ବିଚଳିତ କାହିଁକି ହେଉଛି ?
ନାମ ଜପ ମହିମା
-----------------
How to Do Nama Japa ?
Obstacles in Nama Japa ?
----------------
ଏଥର ନାରାୟଣ ମିଶ୍ରଙ୍କ ଭିତିରି କଥା ହେବ ଏକ ଆଧ୍ୟାତ୍ମିକ ପରିବେଶ,
ଯାହା ଆପଣଙ୍କୁ ସତ ମାର୍ଗରେ ଚାଲିବ ପାଇଁ ପ୍ରେରଣା ଦେବ | ଏହି ଭିଡ଼ିଓ ମାଧ୍ୟମରେ ଆପଣ ପାଇ ପାରିବେ ଜୀବନ ବଞ୍ଚିବାର ସରଳ ମାର୍ଗ ?
ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ସମାଧାନ ପାଇବେ ଏହି ଭିଡ଼ିଓରୁ |
ଯଦି ଆପଣଙ୍କ ଜୀବନର କିଛି ସମସ୍ୟାର ସମାଧାନ ନେଇ ମନରେ ପ୍ରଶ୍ନ ଥାଏ
ଭିଡ଼ିଓ କମେଣ୍ଟରେ ପଚାରିଲେ ଆଗାମୀ ଅଧ୍ୟାୟ ଗୁଡିକରେ ଏହାର
ସରଳ ଉପାୟ ପାଇ ପାରିବେ |
ଭିଡ଼ିଓଟି ଧ୍ୟାନର ସହ ଦେଖନ୍ତୁ ଆଉ ନିଜ ଜୀବନରେ ଏହାକୁ ଅନୁସରଣ କରନ୍ତୁ
ଜୟ ଜଗନ୍ନାଥ
----------
Narayan Mishra
Bhitiri Katha
Odisha 365
----------
Nama Japa
#namajapa #bhitirikatha #narayanmishra #odisha365 #namasankirtanam #namjap #jayjagannath #jayjagannathstatus #jayjagannathawhatsappvideo