ଆଜ୍ଞା ଜୁହାର
Lm studio YouTube channel କେ ସ୍ୱାଗତ।
ଆପଣମାନଙ୍କର ମନୋରଞ୍ଜନ ଲାଗି Lm studio YouTube channel ର ଗୋଟେ ଛୋଟିଆ ପ୍ରୟାସ। ଆପଣମାନଙ୍କର ମନୋରଞ୍ଜନ ଲାଗି ଭେଟି ଦେଉଛୁ - ମେଲୋଡି, ଲୋକନୃତ୍ୟ, ଲୋକଗୀତ,ଲୋକବାଦ୍ୟ, ଦଣ୍ଡ ନୃତ୍ୟ, ମହିଳା ଦଣ୍ଡ ନୃତ୍ୟ,ପାଲା, ସଂଚାର,କର୍ମଚାରୀ,ନାଟକ, କୀର୍ତ୍ତନ, ମହିଳା କିର୍ତନ, ପାରାୟଣ, ସମ୍ବଲପୁରୀ ଗୀତ ଇତ୍ୟାଦି।
ଆପଣମାନଙ୍କର ଭଲପାଏବାରଟା ସବୁଦିନ ରହିଥାଉ। ଆମର channel କେ ଆଗକେ ବଢାବାର ଲାଗି ଆପଣମାନଙ୍କର ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛେ। Like, Comment, Share & Subscribe କରୁନ ଆର Bell icon କେ touch କରି Notification କେ all ରେ ଦବେଇ ଦଉନ। ନୂଆ ନୂଆ ଭିଡ଼ିଓ upload କଲେ ଆପଣମାନେ ପହେଲା କରି ଦେଖିପାରିବେ।
ସମକୁ ମୋର ଜୁହାର।