#reporterstoday
BJD I Babi Das I Pratap Jena I ବବି ଓ ପ୍ରତାପଙ୍କ ଭଳି ନେତାଙ୍କୁ ଭରଷି ପାରୁନାହାନ୍ତି କର୍ମୀ, ଛାଡୁଛନ୍ତି ଜଣକ ପରେ ଜଣେ ଦଳ
ବବି ଓ ପ୍ରତାପଙ୍କୁ ଶକ୍ତ ଝଟକା | 5 ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବବି ଙ୍କୁ ମିଳିବା ପରେ ଉଦଳା ରେ ଖସି ଗଲା ଗୋଡ଼ | ବବି ଘରେ ପଶୁ ପଶୁ ଦଳ ଛାଡିଦେଲେ ବ୍ଲକ ଅଧକ୍ଷା |ବବିଙ୍କୁ ଉଦଳା ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦେଇଥିଲେ ନବୀନ | ହେଲେ ବିଜେଡି ଛାଡି ବିଜେପି ରେ ମିଶିଗଲେ ଉଦଳା ବ୍ଲକ ଅଧକ୍ଷା ମଞ୍ଜୁଲତା ବିଶ୍ୱାଳ | ସେହିପରି ପ୍ରତାପ ଜେନା ଙ୍କୁ ମଧ୍ୟ ଲାଗିଛି ଝଟକା | ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ ବିଜେଡି ଛାଡିଛନ୍ତି ପ୍ରତାପଙ୍କ ଅନୁଗତ |
#odisha #odishapolitics #bjd #bjdpresident #naveenpatnaik #pranabprakashdas #pratapjena #vkpandian #bjdleaders #bjp #bjpodisha #bjpvsbjd
Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism.
🔺🔺🔺
Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society.
🔺🔺🔺
“ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
🔺🔺🔺
👇SUBSCRIBE NOW !!! 👇
🔥🔥🔥 https://bit.ly/3PVNxLH 🔥🔥🔥
🔴Visit Our Website: https://odianews.reporterstoday.com/
🔴Read our daily newspaper "Mahabharata”:- https://mahabharataepaper.com/
🔴YouTube: https://www.youtube.com/c/ReportersToday
🔴Facebook: https://www.facebook.com/ReportersTodayOfficial
🔴Twitter: https://twitter.com/reporterstodays
🔴Instagram: https://www.instagram.com/reporters_today
🔺🔺🔺