ବବି କାହାକୁ ଜିତାଇବା ପାଇଁ ଯାଇଥିଲେ ସମ୍ବଲପୁର ? || BJD's Bobby Das || BJD Leader Mahesh Sahoo || OR
ବବି କାହାକୁ ଜିତାଇବା ପାଇଁ ଯାଇଥିଲେ ସମ୍ବଲପୁର ? || BJD's Bobby Das || BJD Leader Mahesh Sahoo || Odisha Reporter
ବବିଙ୍କ ଭଳି ଜଣେ ଜାଣିବା ଶୁଣିବା ଏବଂ ଚତୁର ରାଜନେତା ନିଜ ଯାଜପୁର ଆସନ ଛାଡି କାହିଁକି ଗଲେ ସମ୍ବଲପୁର । ସମ୍ବଲପୁରରେ ବବି ଲୋକସଭା ହାରିଲେ ରୋହିତ ବିଧାନସଭା ହାରିଲେ। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମ୍ବଲପୁରରୁ ଲଢାଇବା ପାଇଁ ଉଦ୍ୟମ କରାଯାଇଥିଲା ହେଲେ ସେ ପୁରା ବିରୋଧ କଲେ ନିର୍ବାଚନ ଲଢିବେନି ବୋଲି ଧମକାଇଲେ। ପ୍ରସନ୍ନଙ୍କୁ କୁହଗଲା ଆମ ସର୍ଭେ କହୁଛି ଆପଣଙ୍କୁ ସମ୍ବଲପୁର ଲୋକେ ଭଲ ପାଉଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #bobbydas #bjd #odisha #politics #odishareporter