ଫିଲ୍ମ ଦେଖାଇବେ ମୋହନ, ଦେଖିବେ ନବୀନ ପାଣ୍ଡିଆନ ! | CM Mohan Majhi | VK Pandian | Naveen Patnaik | OR
ନିଦ ହଜାଇବେ ମୋହନ। ମନରେ ସୃଷ୍ଟି ହେବ କୋକୁଆ ଭୟ। ଯିଏ ଦୁର୍ନୀତି କରିଛି ତାକୁ ଆଉ ଛଡା ଯିବନି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ମୋହନ ଗତ ସକରାକୁ ଟାର୍ଗେଟ କରିଛନ୍ତି। 24 ବର୍ଷର ସରକାରରେ ଅନେକ ଦୁର୍ନୀତି କଥା ପଦାକୁ ଆସିଛି। ପୂର୍ବତନ ଫାଇବ ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ଇଙ୍ଗିତ କରି ମୋହନ କହିଛନ୍ତି, ଫାଇବ ଟି ସ୍କୁଲର କେମିତି ଚୁନ ଧୋଇ ହୋଇଯାଉଛି।
ଫିଲ୍ମ ଦେଖାଇବେ ମୋହନ, ଦେଖିବେ ନବୀନ ପାଣ୍ଡିଆନ ! | CM Mohan Majhi | VK Pandian | Naveen Patnaik | Odisha Reporter | 5T School
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #MohanCharanMajhi #Odisha #ChiefMinister #Corruption #Vigilance #Action #NaveenPatnaik #VKPandian #5t #odishareporter