MENU

Fun & Interesting

‘ବିଜୁ ଜୟନ୍ତୀକୁ ନ ଆସି ପାପ କରିଛନ୍ତି ନବୀନ’ || CM Mohan Majhi || Biju Patnaik Jayanti || Odisha Reporter

Odisha Reporter 11,071 20 hours ago
Video Not Working? Fix It Now

ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମ ପରେ ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ କାର୍ଯ୍ୟକ୍ରମକୁ ବିରୋଧୀ ଦଳର ନେତା ନବୀନ ବାବୁ ଆସିଲେ ନାହିଁ । ନିମନ୍ତ୍ରଣ କରିଥିଲୁ ସେ ଆସିଥିଲେ ପୂର୍ଣ୍ଣାଙ୍ଗ ହୋଇଥାନ୍ତା । କାର୍ଯ୍ୟକ୍ରମକୁ ନଆସି ପାପ କରିଛନ୍ତି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #odishareporter#OdishaReporter #MohanMajhi #Targets #NaveenPatnaik #BijuJayanti

Comment