MENU

Fun & Interesting

ଗାଉଁଲି ଦେଶୀ କୁକୁଡ଼ା ପାଳନ(Desi kukuda palan)Desi kukuda farm in odisha|Desi chicken farming in odisha

Video Not Working? Fix It Now

ଏହି ଭିଡ଼ିଓଟିରେ ଆମେ ଚର୍ଚ୍ଚା କରିଛୁ ଜଣେ ଚାଷୀଭାଇ ଯିଏକି ପ୍ରଭାତ କୁମାର ଦାସ ୧୫୦ ଗାଉଁଲି ଦେଶୀ କୁକୁଡ଼ା ପାଳନ କରି ୪ଗୁଣା ଲାଭ କରିବା ସହ ନିଜେ ଆତ୍ମନିର୍ଭରଶିଳ ହୋଇପାରିଛନ୍ତି | ଆମର ଏହି ଭିଡ଼ିଓଟି କରିବାର ଉଦ୍ଦେଶ୍ୟ ହେଉଛି ଅନେକ ଚାଷୀଭାଇ ଗ୍ରାମାଞ୍ଚରେ ଅଳ୍ପ ଖର୍ଚ୍ଚରେ କିପରି ଗାଉଁଲିଦେଶୀ କୁକୁଡ଼ା ପାଳନ କରିବେ ଓ ସେମାନେ କିପରି ଲାଭବାନ ହେବେ ଏହି ସବୁର ତଥ୍ୟ ସେମାନଙ୍କୁ ଦେବା |ଆମେ ଆଶାକରୁଛୁ ଏହି ଭିଡ଼ିଓଟି ଦେଖିବା ପରେ ଅନେକ ଚାଷୀଭାଇ ଦେଶୀ କୁକୁଡ଼ା ପାଳନ ସମ୍ବନ୍ଧରେ କିଛି ଜ୍ଞାନ ଆହାରଣ କରିଥିବେ | ଗାଉଁଲି ଦେଶୀ କୁକୁଡ଼ା ପାଳନ(Desi kukuda palan)Desi kukuda farm in odisha|Desi chicken farming in odisha ======================================== Your Quires #desikukuda #Desimurgi #Sonalikukuda #odisha #kukudafarm ======================================== ଚାଷୀଙ୍କ ନାମ:- ପ୍ରଭାତ କୁମାର ଦାସ ଗ୍ରାମ :- ବାହାରଣା ବ୍ଲକ :- ନିଆଳି ଜିଲ୍ଲା:- କଟକ mob no:- 9668706322 ======================================== Desi kukuda palana desi kukuda palana odisha desi kukuda palana odia desi kukuda palan desi kukuda desi kukuda farm desi kukuda lala desi kukuda price odisha desi kukuda farm odisha desi kukuda farm video desi kukuda business desi kukuda farm balangir desi kukuda desi kukuda @Krushaksathiodisha krushak sathi odisha ------------------------------------------------------------------- follow us on instagram: https://www.instagram.com/krushaksathiodisha6371 -------------------------------------------------------------------------------------- follow us on twitter: https://twitter.com/krushaksathiod2 --------------------------------------------------------------------------------------- our other videos: https://youtube.com/playlist?list=PLpK3jDCXPKuUIUf2hpUTwjYS6ILGkqeQj https://youtube.com/playlist?list=PLpK3jDCXPKuXOtRYfkb8RV4xnNHdCSITz ଯଦି ଆପଣମାନେ ଆମ ଚ୍ୟାନେଲକୁ subscribe କରିନାହାନ୍ତି ତେବେ red colour subscribe ବଟନ କୁ ପ୍ରେସ୍ର କରନ୍ତୁ ଓ ପାଖରେ ଥିବା ଘାଣ୍ଟିକୁ ଦବାଇଦିଅନ୍ତୁ |କାରଣ ଆମେ ଏମିତି କୃଷିଭିତ୍ତିକ ତଥ୍ୟ ଆପଣମାନଙ୍କ ପାଖରେ ପହଞ୍ଚାଇବୁ | -----------------------------------------×××ଧନ୍ୟବାଦ ×××---------------------------------------

Comment