MENU

Fun & Interesting

ଗର୍ଭବତୀ ମହିଳା କେମିତି ନେବେ ଯତ୍ନ? | Dr Chinmayee Kar on Care & Precautions during Pregnancy in Odia

Swasthya Plus Odia 341,467 lượt xem 4 years ago
Video Not Working? Fix It Now

#Pregnancy #DoctorAdvice #OdishaHealthTips

ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁର ଜନ୍ମ ଲାଗି ଜଣେ ମାଆକୁ ଗର୍ଭଧାରଣ ସମୟରେ ନିଜର ସଠିକ୍ ଯତ୍ନ ନେବା ନିହାତି ଦରକାର। ଗର୍ଭବତୀ ମହିଳା କେମିତି ନେବେ ଯତ୍ନ? ଡାକ୍ତରଙ୍କୁ କେତେବେଳେ ପରାମର୍ଶ କରିବା ଦରକାର? ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କଣ କହୁଛନ୍ତି ଆସନ୍ତୁ ଜାଣିବା,

ଏହି ଭିଡିଓରେ ରହିଛି,

ଗର୍ଭବତୀ ଥିବା ଜାଣିବେ କେମିତି? (0:00)
ଡାକ୍ତରଙ୍କ ପରାମର୍ଶ ନିତ୍ୟାନ୍ତ ଜରୁରୀ (0:45)
ପ୍ରଥମ ତ୍ରୟମାସରେ କେମିତି ନେବେ ଯତ୍ନ? (2:58)
ଦ୍ଵିତୀୟ ତ୍ରୟମାସରେ କେମିତି ନେବେ ଯତ୍ନ? (6:54)
ତୃତୀୟ ତ୍ରୟମାସରେ କେମିତି ନେବେ ଯତ୍ନ? (9:43)
ଗର୍ଭଧାରଣ ସମୟରେ କଣ ଖାଇବେ? (13:42)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/how-can-a-pregnant-woman-take-care-of-her-health-for-the-first-three-months-advice-by-dr-chinmayee-kar-health-tips-for-pregnant-lady-in-odia/

For a safe mother and a healthy baby, a mother needs to take proper care of herself during pregnancy. How can a pregnant woman take care of her? When should a doctor be consulted? Let’s find out what gynecologist and obstetrician Dr. Chinmayee Kar has to say,

In this video,

How do you know if you're pregnant? (0:00)
Doctor's advice is essential (0:45)
How to take care of yourself in the first trimester? (2:58)
How to take care of yourself in the second trimester? (6:54)
How to take care of yourself in the third trimester? (9:43)
What to eat during pregnancy? (13:42)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ।

SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

Connect with us at https://www.swasthya.plus

Comment