Like every year, this year also we have set up our E-farming AgroKart stall at Krishi Odisha 2025. More than 300 varieties of plants are available at E-farming AgroKard Nursery. This stall has been installed to give information about it to the people. Veterinary Officer Shri Guruprasad Mohanty inaugurating E-farming AgroKart Stall.
ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଆମେ କୃଷି ଓଡ଼ିଶା ୨୦୨୫ ରେ ଆମର ଇ-ଫାର୍ମିଂ ଏଗ୍ରୋକାର୍ଟ ଷ୍ଟଲ ଲଗେଇଛୁ। ଲୋକ ମାନଙ୍କୁ ବିଭିନ୍ନ ଫଳ ଚାରା ତଥା ବିଭିନ୍ନ ଚାଷ ସମ୍ବନ୍ଧରେ ସୂଚନା ଦେବା ପାଇଁ ଏହି ଷ୍ଟଲ ଦିଆ ଯାଇଛି | ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାଃ ଗୁରୁ ପ୍ରସାଦ ମହାନ୍ତି ଇ-ଫାର୍ମିଂ ଏଗ୍ରୋକାର୍ଟ ଷ୍ଟଲର ଉଦଘାଟନ କରିଛନ୍ତି ।
#efarmingodisha #krushiodisha2025 #krushiodisha #odisha #agriculture
-----------------------------------------------------------------------------
-----------------------------------------------------------------------------
👉 E-farming AgroKart 👈
🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290
👉 Official Youtube Channel :- https://youtube.com/@efarmingagrokart
👉 Location:- https://maps.app.goo.gl/HEyAwjgdNEHng1hZ6
-----------------------------------------------------------------------------
-----------------------------------------------------------------------------
👉 E-Farming Odisha 👈
ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
.......... ଧନ୍ୟବାଦ ..........