MENU

Fun & Interesting

E jiban kichi deu ba nadeu By Smarajit Satpathy with Lyrics

Rabinarayan Kar 53,105 lượt xem 5 years ago
Video Not Working? Fix It Now

ଏ ଜୀବନ କିଛି ଦେଉ ବା ନଦେଉ
ଦେଇଛି ତୁମକୁ ମୋତେ
ଏ ଜୀବନେ କିଛି ଥାଉ ବା ନଥାଉ
ତୁମେ ତ ରହିଛ ସାଥେ

କେତେବାର ଆସି ଏହି ଧରା ପରେ ତୁମ ପଥ ଚାହିଁ ଚାହିଁ
ଫେରିଯାଇଥିବି କେଉଁ ଶୂନ୍ୟ ପଥେ ନିରାଶ ହୃଦୟ ନେଇ
କିଏ ଜାଣେ କେତେ ଘୁରି ବୁଲିଥିବି
ମାୟାଘେରା ଛାୟାପଥେ

ଜୀବନର କେଉଁ ଅମୃତ ବେଳାରେ ତୁମ ସାଥେ ପରିଚୟ
ବାନ୍ଧିଦେଲ କେଉଁ ଅଜଣା ଡୋରିରେ ତୁମ ସାଥେ ପ୍ରେମମୟ
ଏ ଜୀବନ ମୋତେ କରିଅଛି ଋଣୀ
ଅୟୁତ ଜୀବନ ଅନ୍ତେ

Comment