MENU

Fun & Interesting

ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ- ୮ || ସୁବର୍ଣ୍ଣ ମୁନି || Episode- 8 || MUNISAMAJ || YETRC, Shakuntalapur

Video Not Working? Fix It Now

ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ : || ଭାଗ- ୮ || DATE: 31/12/2023 Speaker: Subarn Muni Online Satsang Time: Every Saturday & Sunday at 10:35 AM. 00:00 : Intro ୧) 00:35 : ସତ୍ୟ ଓ ସ୍ୱତନ୍ତ୍ର ବିଚାର ଭିତରେ ସମ୍ପର୍କ କ'ଣ ? ୨) 16:22 : ତଟସ୍ଥ ଲକ୍ଷଣ କ'ଣ ? ସାକ୍ଷୀ ଭାବ କ'ଣ ? ୩) 21:15 : ଦ୍ୱାସୂପର୍ଣ୍ଣା ଯେଉଁ ଦୁଇଟି ପକ୍ଷୀ, ଜଣେ ସାକ୍ଷୀ ଭାବରେ ବସିଛି- ସେ ଆତ୍ମା ଏବଂ ଆଉ ଜଣେ ଜୀବ । ସେ ଯେତେବଳେ ମିଠା ଫଳ ଖାଉଛି ଆନନ୍ଦିତ ହଉଛି ଏଵଂ ଯେତେବେଳେ ଖଟା ଫଳ ଖାଉଛି ଦୁଃଖ କରୁଛି । ଏ ଯେଉଁ ସାକ୍ଷୀ ଭାବ ଏତ ଗୋଟେ ଆତ୍ମାର ଗୁଣ ! ୪) 24:20 : ଆତ୍ମଦେବଙ୍କ ଶକ୍ତି ଆଉ ମୋ ଶକ୍ତି ସମାନ କି ? ଯଦି ସମାନ ହୁଏ କେତେବେଳେ ହୁଏ ? ୫) 43:13 : ପଞ୍ଚ ଭୁତର ସୃଷ୍ଟିକର୍ତ୍ତା ପରମାତ୍ମା ବାହାରେ ନା କେବଳ ମନୁଷ୍ୟ ଶରୀର ଭିତରେ ଅଛନ୍ତି ? ୬) 56:07 : ଏ ଯେଉଁ ପ୍ରଣବଟା କହୁଛନ୍ତି ପ୍ଲୁତ ସ୍ୱର, ସେଇଟା କ'ଣ ? ପ୍ଲୁତ ସ୍ୱର କାହାକୁ କୁହାଯାଏ ? ୭) 01:01:34 : ଗୁରୁଜୀ ଆତ୍ମା ତ ମରେ ନାହିଁ କି ଆତ୍ମା ଅବିନାଶୀ, ଯେ ପଵନ ଦ୍ଵାରା ଉଡେ ନାହିଁ କି ଅଗ୍ନି ଦ୍ଵାରା ଜଳେ ନାହିଁ କି ପାଣିରେ ବୁଡ଼େ ନାହିଁ, ତେବେ ମଣିଷ ମରିଗଲେ ମୁକ୍ତି କିଏ ପାଏ ? ମୋକ୍ଷ କାହାର ହୁଏ ? ୮) 01:11:36 : ଯା' ନାମ ମୁକତି ପସରା। ସେ କିମ୍ପା କଲେ ପରଦାରା ॥ For any disease contact us:- E-mail :- [email protected] Web :- https://yetrc.org.in Facebook:- https://www.facebook.com/YETRC/ Youtube:- http://www.youtube.com/c/YogaEducationTrainingResearchCentre #MUNISAMAJ #shivmuni #yetrc #shakuntalapur #subarnmuni #qna8 #ପ୍ରଶ୍ନଉତ୍ତରକାର୍ଯ୍ୟକ୍ରମ #part8 @YETRC #SubarnMuniPrabachan #bhagabat #odiapravachana #gyana #mindset #knowledge

Comment