MENU

Fun & Interesting

ଶୁଣନ୍ତୁ ଦାମଙ୍କ କାହାଣୀ, ଦାମଙ୍କ ମୁହଁରୁ || Exclusive Interview With Dama Rout || Odisha Reporter

Odisha Reporter 65,412 10 months ago
Video Not Working? Fix It Now

ସେ ଥିଲେ ରାଜ୍ୟ ରାଜନୀତିରେ ପିତାମହ ଭୀଷ୍ମ। ଲୋକେ କହନ୍ତି, ତାଙ୍କ ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼େ। ସବୁବେଳେ ରୋକଠୋକ କଥା କହନ୍ତି। ସେଥିପାଇଁ, କେତେବେଳେ ଲୋକେ ତାଙ୍କୁ ପ୍ରଶଂସା କରନ୍ତି ତ ପୁଣି କେତେବେଳେ ଲୋକେ ତାଙ୍କୁ ସମାଲୋଚନା କରନ୍ତି। ସବୁ ପରେ ବି ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ ଥିଲେ ଜଣେ ଦକ୍ଷ ସଂଗଠକ ଓ ଲୋକପ୍ରିୟ ନେତା। ସତ କହିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ ଦାମ ବାବୁ। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଯାହା କେବେ ବି ପୂରଣ ହେବନି। ସେଦିନର କଥା ମନେପଡ଼େ। ତେବେ ଶୁଣନ୍ତୁ ଦାମଙ୍କ କାହାଣୀ, ଦାମଙ୍କ ମୁହଁରୁ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ । #OdishaReporter #DamaRout #passedaway #VeteranLeader #ExclusiveInterviewWithDamaRout

Comment