MENU

Fun & Interesting

ରତ୍ନ ଭଣ୍ଡାରରେ ଅଛି ଶତାଧିକ କଳିଙ୍ଗ ହୀରା !|Exclusive Interview With #CulturalLegacy Surendra Mishra |OR

Odisha Reporter 149,716 8 months ago
Video Not Working? Fix It Now

କଣ କଣ ରହିଛି ରତ୍ନ ଭଣ୍ଡାରରେ। ରତ୍ନ ଭଣ୍ଡାରରେ ରହିଛି କେତେ ଖଣ୍ଡ କଳିଙ୍ଗ ହୀରା, କେଉଁ ରାଜାଙ୍କ ମୁକୁଟ ଅଛି, କେତେ ସୁନା ଗହଣା ଅଛି, ହୀରା ଲୀଳା ମୋତି ମାଣିକରେ ଭରି ରହିଛି କି ବାକ୍ସ ସବୁ ? କାହିଁକି ରାଜା ମହାରାଜା ମାନେ ନିଜ ରାଜ ଉଆସରେ ରାଜ୍ୟ ଜୟ ପରେ ଆଣିଥିବା ନିଜ ଧନ ସମ୍ପତ୍ତି ନ ରଖି ମନ୍ଦିରରେ ରଖୁଥିଲେ ? ଆଉ ରାଜାମାନେ କେମିତି ସବୁକିଛି ତ୍ୟାଗ କରି ରତ୍ନ ଭଣ୍ଡାର ଏବଂ ଜଗନ୍ନାଥ ମନ୍ଦିର ସୁରକ୍ଷା କରିଛନ୍ତି। ଏ ସମ୍ପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ଗବେଷକ ସୁରେନ୍ଦ୍ର ମିଶ୍ର। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #RatnaBhandar #Srimandir #Puri #jayjagannath #SurendrMishra #odisha #news #odisharepoter

Comment