MENU

Fun & Interesting

ମହୁ ଚାଷରୁ ଲକ୍ଷପତି | Former Migrant finds Success in Bee Farming | OR

Odisha Reporter 2,721 1 year ago
Video Not Working? Fix It Now

ବାହାରେ ରହି ଯେତେ ଯାହା ରୋଜଗାର କରୁଥିଲେ ବି ପରିବାର ପୋଷିବା କଷ୍ଚକର ଥିଲା। ଆଉ ସେହି କଷ୍ଟରୁ ମୁକ୍ତି ପାଇବା ଲାଗି ଘରକୁ ଫେରିଆସି ବାପାଙ୍କ ସହ ମିଶି ଆରମ୍ଭ କରିଥିଲେ ମହୁ ଚାଷ। ତାଙ୍କର ଏହି ଚେଷ୍ଟା ଯୋଗୁଁ ମାତ୍ର କେଇଟା ବର୍ଷରେ ସଫଳ ମହୁ ଚାଷୀ ପାଲଟି ଯାଇଛନ୍ତି ।ତାଙ୍କର ଏହି ଚେଷ୍ଟା ଯୋଗୁଁ ମାତ୍ର କେଇଟା ବର୍ଷରେ ସଫଳ ମହୁ ଚାଷୀ ପାଲଟି ଯାଇଛନ୍ତି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #Odisha #OdishaReporter #HoneyFarming #SpecialReport #Bhadraknews

Comment