Hi
Arabinda Sahoo
Agriculturist
krushi samples
Fruitfly management of pumpkin
କଖାରୁ ଫସଲର ଫଳ ମାଛି ନିୟନ୍ତ୍ରଣ
କଖାରୁ ଫସଲର ବଡ ଶତ୍ରୁ ଫଳ ମାଛି କଖାରୁର ପ୍ରଥମ ଅବସ୍ଥାରେ ଫଳ ର ଉପରିଭାଗ ଅଦ୍ର ଓ ନରମ ଥାଏ ଏହି ସମୟରେ ଫଳ ମାଛି ର ମାଈ ପ୍ରଜାପତି ତାହାର ପଛ ଲହୁଡ ସାହାଯ୍ୟରେ ଫଳ ରେ କଣା କରି ଅଣ୍ଡା ଦେଇଥାଏ।ଅଣ୍ଡା ଫୁଟିଲା ପରେ ସେଥିରୁ ବାହାରିଥିବା ସୁକ ଫଳ ଭିତରେ ଖାଇବା ଆରମ୍ଭ କରି ଦିଏ ଓ କଖାରୁ ଫଳ ନଷ୍ଟ ହୋଇଯାଏ ବା ପାଚି ଯାଏ।ଏହି ଫଳ ମାଛି କାକୁଡି କଖାରୁ ଓ କଲରରେ ଲାଗିଥାଏ ଫଳରେ ଫସଲର
10-26%ପର୍ଯ୍ୟନ୍ତ କ୍ଷତି ହୋଇଥାଏ।ଏହାର ଜୀବନ ଚକ୍ର 3ସପ୍ତାହ ।ଅଣ୍ଡାରୁ 2-3ଭିତରେ ସୁକ ବାହାରେ ଓ 5-7ଦିନରେ pupa ଅବସ୍ଥାରେ ରହେ ଓ 10-14ଦିନରେ ଫଳମାଛି ବାହାରେ।ଏହାର ନିୟନ୍ତ୍ରଣ ପାଇଁ ଅକ୍ରାନ୍ତ ଫଳକୁ ଜମିରୁ ଅଲଗା କରନ୍ତୁ।ବିଷ ଥୋପ ମାଧ୍ୟମରେ ବା ଆକର୍ଷକ ଯନ୍ତା ମାଧ୍ୟମରେ ଫଳ ମାଛିକୁ ନିୟନ୍ତ୍ରଣ କରା ଯାଇ ପାରିବ।ରାସାୟନିକ ଔଷଧ ହିସବାରେ Cypermethrin 10%EC lit ପ୍ରତି 2ml
ବା Dichlorovus 76%EC Lit ପ୍ରତି 1ml
ବା Spinosad 45%SC 4lit ପାଣିରେ ସ୍ପ୍ରେ କରନ୍ତୁ
Thank you
krushi sampada
WATCH NEXT :
ମୁଗ ବିରି ସାହେବି ରୋଗ ପରିଚାଳନା
https://youtu.be/YEjxvu2gscs
ଆମ୍ବ ବଉଳ ଓ କଷି ଝଡ଼ିବା
https://youtu.be/UC0LfIQ4f3k
ବାଇଗଣ କାଣ୍ଡ ବିନ୍ଧା ଓ ଫଳ ବିନ୍ଧା
https://youtu.be/iVrMYQd5uyo
#pumpkin #fruitflypumpkin #poisontrapfruitfly #krushisampada #odia