MENU

Fun & Interesting

HALAHALA BISHA|| SIBARATRI || HAR HAR MAHADEV | KATHA LATHA|| SADA KHAL || MANTU COMEDY|| SHORTFILM

Video Not Working? Fix It Now

ଖାଣ୍ଟି ସମ୍ବଲପୁରୀ ସର୍ଟ ଫିଲ୍ମ.. "ହଳାହଳ ବିଷ" ଏହି ଭିଡିଓ ଟି କେବଳ ମନୋରଞ୍ଜନ ଲାଗି... କୌଣସି ଜାତି ଧର୍ମ ବା ସମ୍ପ୍ରଦାୟ କୁ ଆକ୍ଷେପ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଆପଣଙ୍କ କଥା ଲଥା ଟିମ ଉପଭୋଗ କରନ୍ତୁ....... ଏକ ସାମାଜିକ ସଚେତନ ଧର୍ମୀ ହାସ୍ୟ ରସାତ୍ମକ କ୍ଷୁଦ୍ର ଚଳଚିତ୍ର... ରଚନା: ସତ୍ୟଭାମା ଓ ମୁରାରୀ ଅଭିନୟରେ: ସଦା ଖଲଖଲ , ମଣ୍ଟୁ ଓ ଗୋବର୍ଦ୍ଧନ Special Thanks: ଅମୁରଡ଼ା ଶିବ ମନ୍ଦିର , ବୌଦ୍ଧ ଜିଲ୍ଲା #shortfilm #comedy #shortmovie #shortvideo #sambalpuri #funny #odiasong #katha #katha latha ମଜା ମଜା କଥା ଗୀତ ଆଉ କବିତା ବସି କରି ଶୁନୁଥା ମୁଲ୍ ମୁଲ୍ ହସୁଥା ଆଜି ହି ସବସକ୍ରାଇବ କରୁନ ଆମର ଚେନାଲ - କଥା ଆରୁ ଲଥା Like ଆରୁ Comment ବି କରୁନ ଜୁହାର କାମ କବାର କରି କରି ଆମେ ଥକି ଯାଉଛୁ । ଟିକେ ଉସ୍ ତାର ପାଏଲେ ଫଟ ସେ ମୋବାଇଲ ନିକେ ହାତ ପଳେଇ ଯାଉଛେ । ଭଲ କଥା ଦୁଇପଦ ସୁନବାର କେ ମନ କରୁଛେ । ଦେଖୁଁନ ଧୀରେ ଧୀରେ ଆମର ସମଲପୁରୀ କୋଶଲି ଭାଷା ଆଗାଡ଼କେ ବଢ଼ୁଚେ । ଆମର ମେଟ ମାଆ ର ଭାଷା କେ ପ୍ରଚାର ଆରୁ ପ୍ରସାର କରବାର ଲାଗି ଇଟା ଗୁଟେ ଛୋଟ ଚେଷ୍ଟା । ଆପଣ ମାନକର ମନୋରଞ୍ଜନ ହେବାର ସାଙ୍ଗେ ସାଙ୍ଗେ କିଛି କିଛି ଭଲ ଶିକ୍ଷା ଆରୁ ବାରତା ବି ମିଳି ପାରବା । ଆସୁନ ହଂସମା ହଂସାମା ଆରୁ ପ୍ରେରିତ ହେମା । ଏମିତି ସୁନ୍ଦର ସୁନ୍ଦର ଓଡ଼ିଆ ଓ ସମଲପୁରୀ କବିତା ଶୁଣିବା ପାଇଁ ଆଜି ହି subscribe କରନ୍ତୁ you tube channel - Katha Latha ଆମେ ଲେଖିଥିବା ସବୁ ଗୀତ ,କବିତା ଓ କାହାଣୀ ସର୍ଟ ଫିଲ୍ମ କ୍ରମନୁସାରେ ପ୍ରକାଶ ପାଇବ ଆପଣଙ୍କ ମନୋରଞ୍ଜନ ପାଇଁ । Regards, Satyabhama & Murari

Comment