ଘରେ ପ୍ରସ୍ତୁତ କରନ୍ତୁ ଜୈବିକ ହର୍ମୋନ ବା ହୁମିକ ଏସିଡ How to make organic Humic acid at home
Arabinda Sahoo
KRUSHI SAMPADA
ଜୈବିକ ହର୍ମୋନ ବା HUMIC ACID
ଏଥିରେ Nitrogen ଅଧିକ ପରିମାଣ ର ରହିଥିବାରୁ ଗଛ ର ବୃଦ୍ଧି
ସବୁଜିମା କରିବା ସହିତ ଅଧିକ ଫୁଲ ଫଳ ଦେଇଥାଏ
ଘରେ ଏହାକୁ ପ୍ରସ୍ତୁତ କରିବା ପାଇଁ 5lit humic acid ପ୍ରସ୍ତୁତ ପାଇଁ 1kg soyabean ମଞ୍ଜି
500gm ବେଶନ
1kg ଗୂଡ଼
250gm ଦହି
5lit ପାଣି ଦରକାର ହୋଇଥାଏ
ଏହି ସବୁକୁ ମିଶାଇ 7ଦିନ ରଖନ୍ତୁ
ଏହା ପରେ ଛାଣି ଦିଅନ୍ତୁ
lit ପ୍ରତି 50ml ହିସାବରେ ଅପରାହ୍ନରେ ସବୁ ଫସଲରେ ସ୍ପ୍ରେ କରନ୍ତୁ
drip irrigation ପାଇଁ ଏକର ପ୍ରତି 2lit ହିସାବରେ ବ୍ୟବହାର କରନ୍ତୁ
Thank you
KRUSHI SAMPADA
WATCH NEXT :
ଧାନ ରୋଗ ପାଇଁ ଭଲ fungicide
https://youtu.be/aSEh4jfSeis
ଚକଡ଼ା ପୋକ ନିୟନ୍ତ୍ରଣ
https://youtu.be/IyK93YHDrME
ଧାନରେ ଫିଟିକିରି
https://youtu.be/P7y7dLPykrc
#krushisampada #humicacid