MENU

Fun & Interesting

ବାପରେ ଏତେ ଗାଈ କଣ ଖାଉଛନ୍ତି || How should be the feed management in dairy farm ? @EfarmingOdisha

E- farming Odisha 9,694 2 months ago
Video Not Working? Fix It Now

In this video, we have talked to a dairy farmer who has been doing cattle rearing in a very good way. He says that the biggest thing in Dairy farm is the green fodder. 50 to 60% of the food given to cows should be green fodder. For more information about dairy farm, please watch the video. ଏହି ଭିଡିଓରେ ଆମେ ଗୋପାଳନ କରୁଥିବା ଜଣେ ଚାଷୀଙ୍କ ସହ କଥା ହୋଇଛୁ ଯିଏ କି ବହୁତ ଭଲ ଭାବରେ ଗୋପାଳନ କରୁଛନ୍ତି । ସେ କହିଛନ୍ତି ଯେ ଗାଈ ପାଳନରେ ସବୁଠାରୁ ବଡ଼ ଜିନିଷ ହେଉଛି ସବୁଜ ଘାସ । ଗାଈମାନଙ୍କୁ ଦିଆଯାଉଥିବା ଖାଦ୍ୟର ୫୦ ରୁ ୬୦% ଖାଦ୍ୟ ସବୁଜ ଘାସ ହେବା ଉଚିତ। ଗାଈ ପାଳନ ବିଷୟରେ ଅଧିକ ସୂଚନା ପାଇଁ ଦୟାକରି ଭିଡିଓଟିକୁ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । #efarmingodisha #agriculture #odisha #dairyfarm ----------------------------------------------------------------------------- ----------------------------------------------------------------------------- 👉 E-farming AgroKart 👈 🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴 WhatsApp- 🪀8895875885, 8260661290 👉 Official Youtube Channel :- https://youtube.com/@efarmingagrokart 👉 Location:- https://maps.app.goo.gl/HEyAwjgdNEHng1hZ6 ----------------------------------------------------------------------------- ----------------------------------------------------------------------------- 👉 E-Farming Odisha 👈 ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ । WhatsApp- 🪀 8596888646 (Official Use Only) .......... ଧନ୍ୟବାଦ ..........

Comment