In this video, we have talked to a farmer who is currently cultivating brinjal. He is not cultivating the Seedling brinjal plant at the moment, he is cultivating the brinjal plant by getting it grafted from outside. He says that grafted brinjal plants yield more fruits as compared to seedling brinjal plants. He is now farming with new techniques like mulching system and drip irrigation. He says that one brinjal plant is giving him up to 80 kg of fruit. If you want to cultivate grafting brinjal then definitely watch this video.
इस वीडियो में हमने एक किसान से बात की है जो इस समय बैंगन की खेती कर रहे हैं। वह इस समय सीडलिंग बैंगन की खेती नहीं कर रहे हैं, वह बाहर से ग्राफ्ट करवाकर बैंगन की खेती कर रहे हैं। उसका कहना है कि ग्राफ्टेड बैंगन के पौधे सीडलिंग बैंगन के पौधों की तुलना में ज़्यादा फल देते हैं। वह अब मल्चिंग सिस्टम और ड्रिप सिंचाई जैसी नई तकनीकों से खेती कर रहे हैं। उसका कहना है कि एक बैंगन का पौधा उसे 80 किलो तक फल दे रहा है। अगर आप ग्राफ्टिंग बैंगन की खेती करना चाहते हैं तो यह वीडियो ज़रूर देखें।
ଏହି ଭିଡିଓରେ ଆମେ ଜଣେ ଚାଷୀଙ୍କ ସହ କଥା ହୋଇଛୁ ଯିଏ ବର୍ତ୍ତମାନ ବାଇଗଣ ଚାଷ କରୁଛନ୍ତି । ସେ ପାରମ୍ପରିକ ଭିତ୍ତିରେ ବାଇଗଣ ଚାଷ କରୁ ନାହାଁନ୍ତି ସେ ବାହାରୁ କଲମୀ ବାଇଗଣ ଚାରା ଆଣି ଚାଷ କରୁଛନ୍ତି । ସେ କହିଛନ୍ତି ଯେ ସାଧାରଣ ବାଇଗଣ ଗଛ ଅପେକ୍ଷା କଲମୀ ବାଇଗଣ ଗଛ ଅଧିକ ଫଳ ଦେଇଥାଏ । ସେ ଏବେ ମଲ୍ଚିଂ ସିଷ୍ଟମ ଏବଂ ଡ୍ରିପ୍ ଇରିଗେସନ ଭଳି ନୂତନ କୌଶଳ ବ୍ୟବହାର କରି ଚାଷ କରୁଛନ୍ତି । ସେ କହିଛନ୍ତି ଯେ ଗୋଟିଏ ବାଇଗଣ ଗଛ ତାଙ୍କୁ ୮୦ କିଲୋ ପର୍ଯ୍ୟନ୍ତ ଫଳ ଦେଉଛି । ଯଦି ଆପଣ କଲମୀ ବାଇଗଣ ଚାଷ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ ଏହି ଭିଡିଓ ଟିକୁ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।
#brinjal #farming #graftedbrinjal #newfarming #efarmingodisha
-----------------------------------------------------------------------------
-----------------------------------------------------------------------------
👉 E-farming AgroKart 👈
🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290
👉 Official Youtube Channel :- https://youtube.com/@efarmingagrokart
👉 Location:- https://maps.app.goo.gl/HEyAwjgdNEHng1hZ6
-----------------------------------------------------------------------------
-----------------------------------------------------------------------------
👉 E-Farming Odisha 👈
ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
.......... ଧନ୍ୟବାଦ ..........