ବେଶଭୁଷା ଓ ଧନୀ-ଗରିବ ଦେଖି ମଣିଷ ଚିହ୍ନିବା ବୋଧେ କଷ୍ଟକର। ବୃତ୍ତିରେ ଅଟୋ ଡ୍ରାଇଭର କିନ୍ତୁ ହୃଦୟବାନ ମଣିଷ ଜଣେ। ରାତି ପାହିଲେ ଝିଆରୀ ବାହାଘର ହେବ, ସେଥିପାଇଁ ସୁନା ଗହଣା ଧରି ବାହରିଥିଲେ ଶୁଭସ୍ମିତା ଲେଙ୍କା। କିନ୍ତୁ ଦୁର୍ଭାଗ୍ୟବଶତଃ ସୁନାଗହଣା ଭର୍ତ୍ତି ବ୍ୟାଗଟିକୁ ଅଟୋରେ ଛାଡ଼ି ଦେଇଗଲେ ମହିଳା। ଏବେ କଣ କରିବେ ? ଝିଆରୀ ବାହାଘର ହେବ କେମିତି ? ଏମିତି ଭାବି ବିଚଳିତ ହୋଇପଡିଲେ ମହିଳା। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଅଟୋ ଚାଳକ ଜଣକ ସଚ୍ଚୋଟତାର ସହ ସୁନା ଭର୍ତ୍ତି ବ୍ୟାଗ ଧରି ଥାନାରେ ପହଞ୍ଚିଥିଲେ ଆଉ ସଂପୃକ୍ତ ମହିଳାଙ୍କୁ ତାଙ୍କର ସମସ୍ତ ସୁନା ଅଳଙ୍କାର ଫେରାଇ ଦେଇଥିଲେ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #autodriver #kindness #bhadrak #ornamentbag #return #humanity #ornaments