କାହା ପାଇଁ ଲୀଳା ଆଉ କିଏ ଭାବ ବିହ୍ବଳ | Jagannath Mahima | Shakti Shankar Mishra | Odisha 365
ଗରୁଡ଼ଙ୍କ ପଛରୁ ପ୍ରାର୍ଥନା ଚିନ୍ତାରେ ପଡ଼ିଲେ ଜଗନ୍ନାଥ"
୩ଟି ଲୀଳା ଗୋଟିଏ ଘଟଣା|
ମନେନପଡ଼ିଲାନି ପତିତଜନଙ୍କୁ ଉଦ୍ଧରିବା ନିମନ୍ତେ |
ବାବୁ ଏ ଗୀତ'ଟାକୁ ମତେ ଦିଅନ୍ତନି।
ମହାପ୍ରଭୁ କାହା ପାଇଁ ଲୀଳା ରଚୁଛନ୍ତି
ଆଉ ଘଟଣା ଘଟୁଛି କାହା ସାଙ୍ଗରେ |
ଶ୍ରୀମନ୍ଦିର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ଦେଖି ଭକ୍ତ କାବା | ମହାପ୍ରଭୁ କେତେବେଳେ କାହାକୁ ନେଇ କେମିତି କି ଲୀଳା କରନ୍ତି,
ତାହା କେବଳ ତାଙ୍କୁ ଜଣା|
Shakti Shankar Mishra
Jagannath Mahima
Odisha 365
----------------------
Shubham Kumar Dash
Nirlipta Mohanty
#odisha365 #jagannathmahima #jagannath #anubhutirejagannath #jagannathstory #shaktishankarmishra